ସର୍ବଭାରତୀୟ କରାଟେ ଚାମ୍ପିଅନସିପ୍‌, ରାଉରାକେଲା ଦଳକୁ ୫୧ ପଦକ

Advertisment

ସୁକୋକାଇ କରାଟେ ଡୋ ୟୁନିଅନ ଇଣ୍ଡିଆ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥ ଉତ୍କଳ କରାଟେ ସ୍କୁଲ ୧୪ତମ ସର୍ବଭାରତୀୟ ଓପନ୍‌ କରାଟେ ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହୋଇଯାଇଛି।ରାଉରକେଲା ଦଳକୁ ମୋଟ ୫୧ଟି ପଦକ ମିଳିଛି।

zx

ରାଉରକେଲା: ସୁକୋକାଇ କରାଟେ ଡୋ ୟୁନିଅନ ଇଣ୍ଡିଆ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥ ଉତ୍କଳ କରାଟେ ସ୍କୁଲ ୧୪ତମ ସର୍ବଭାରତୀୟ ଓପନ୍‌ କରାଟେ ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହୋଇଯାଇଛି। ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ଏକ ହଜାର  ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ରାଉରକେଲା ଉତ୍କଳ କରାଟେ ସ୍କୁଲର ଜାତୀୟ ଓ ଅନ୍ତର୍ଜାତୀୟ ପଦକପ୍ରାପ୍ତ ଜଜ୍‌ ରାଜୀବ ସିଂ ପାଖରେ ପ୍ରଶିକ୍ଷଣ ନେଉଥିବା କରାଟେକାମାନଙ୍କ ମଧ୍ୟରୁ  ୨୯ ଜଣିଆ କରାଟେକା ଦଳ ଅଂଶଗ୍ରହଣ କରିଥିଲେ।

ଅର୍ଣ୍ଣାଦିତ୍ୟା ସ୍ୱାଇଁ, ଅର୍ପିତା ପଣ୍ଡା, ଆଦିତ୍ୟ ଷଡ଼ଙ୍ଗୀ, ପ୍ରିୟାଂଶୀ ଦାସ, ସୂର୍ଯ୍ୟପ୍ରକାଶ ଘଡେଇ ଓ ଆର୍ଯ୍ୟ ବଂଶିକା ୨ଟି ଲେଖାଏଁ ସ୍ଵର୍ଣ ପଦକ ହାସଲ କରିଛନ୍ତି। ରଵାନୀ କୌର ଗୋଟିଏ କାଂସ୍ୟ, ଆର୍ଯ୍ୟବ୍ରତ ପଣ୍ଡା ଗୋଟିଏ ରୌପ୍ୟ, ଅଙ୍କିତା ଟୁଡୁ ଗୋଟିଏ ସ୍ବର୍ଣ୍ଣ, ଧ୍ରୁବ ନାୟକ ସ୍ବର୍ଣ୍ଣ ଓ କାଂସ୍ୟ, ଅନିମେଷ ମହାଲିକ ୨ଟି କାଂସ୍ୟ ପଦକ ହାସଲ କରିଛନ୍ତି। ଅଦ୍ରିକା ପଣ୍ଡା ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ, ତେଜସ ମିଶ୍ର ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ, ଆଶୁତୋଷ ସାମଲ ଗୋଟିଏ ରୌପ୍ୟ, ପୁଲକ ପାଢ଼ୀ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ, ମୋନାଲିସା ମିତ୍ର ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି। ରାଉରକେଲା ଦଳକୁ ମୋଟ ୫୧ଟି ପଦକ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe