ସମ୍ବଲପୁରରେ ପୁଲିସ-ଅପରାଧୀ ଗୁଳିବିନିମୟ, ଆହତ ଅବସ୍ଥାରେ ଅଭିଯୁକ୍ତ ଭିମସାରରେ ଭର୍ତ୍ତି

ସକାଳ ପ୍ରାୟ ୫ଟା୪୫ ସମୟରେ ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ପୁଲିସ ସହ ଜଣେ ଦୁର୍ବୃତ୍ତର ଗୁଳି ବିନିମୟ ହୋଇଥିଲା। ଏଥିରେ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଥିଲା। ତାଙ୍କ ନାମ ମହେଶ କୁମାର।

nj

ସମ୍ବଲପୁର: ଆଜି ସକାଳ ପ୍ରାୟ ୫ଟା୪୫ ସମୟରେ ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ପୁଲିସ ସହ ଜଣେ ଦୁର୍ବୃତ୍ତର ଗୁଳି ବିନିମୟ ହୋଇଥିଲା। ଏଥିରେ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଥିଲା। ତାଙ୍କ ନାମ ମହେଶ କୁମାର। ତାଙ୍କ ନିକଟରୁ ଗୋଟିଏ ୭ ଏମଏମ୍ ପିସ୍ତଲ ଏବଂ ୨ଟି ଖାଲି ଗୁଳି ଏବଂ ୪୦ହଜାର ଟଙ୍କା ନଗଦ ଏବଂ ତାଙ୍କ ବାଇକ୍ ଜବତ କରାଯାଇଛି।

ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ପୁଲିସ ସହ ଜଣେ ଦୁର୍ବୃତ୍ତର ଗୁଳି ବିନିମୟ ହୋଇଥିଲା। ଏଥିରେ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଥିଲା। ତାଙ୍କ ନାମ ମହେଶ କୁମାର। ତାଙ୍କ ନିକଟରୁ ଗୋଟିଏ ୭ ଏମଏମ୍ ପିସ୍ତଲ ଏବଂ ୨ଟି ଖାଲି ଗୁଳି ଏବଂ ୪୦ହଜାର ଟଙ୍କା ନଗଦ ଏବଂ ତାଙ୍କ ବାଇକ୍ ଜବତ କରାଯାଇଛି। ଗତକାଲି ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା, ଯେଉଁଥିରେ ସେ ମାରଣରସ୍ତ୍ର ଦେଖାଇ ଜଣଙ୍କଠାରୁ ୪୫୦୦୦ ଟଙ୍କା ଛଡ଼ାଇ ନେଇଥିଲେ। ସେ ବିପଦମୁକ୍ତ ଅଛନ୍ତି। ମହେଶ କୁମାରଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଛି।

ଗତକାଲି ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା, ଯେଉଁଥିରେ ସେ ମାରଣରସ୍ତ୍ର ଦେଖାଇ ଜଣଙ୍କଠାରୁ ୪୫୦୦୦ ଟଙ୍କା ଛଡ଼ାଇ ନେଇଥିଲେ। ସେ ବିପଦମୁକ୍ତ ଅଛନ୍ତି। ମହେଶ କୁମାରଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe