ଶଯ୍ୟାଶାୟୀ ପତ୍ନୀଙ୍କ ଚିକିତ୍ସା ପାଇଁ ଗରିବ ସ୍ଵାମୀର ନିବେଦନ

Advertisment

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ଟିଆଙ୍ଗିଆ ମଣ୍ଡାସରୁ ଗ୍ରାମର ଅନିତା ଦିଗାଲ (୪୦) ଆଜକୁ ଦୀର୍ଘ ବର୍ଷ ହେବ ଅଜଣା ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି।ଅନିତା ବର୍ତ୍ତମାନ ଅଣ୍ଟାରୁ ତଳକୁ ସଂପୂର୍ଣ୍ଣ ଅକ୍ଷମ ଅତନ୍ତି। ସେ ଶଯ୍ୟାସାୟୀ ଅଟନ୍ତି।

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ଟିଆଙ୍ଗିଆ ମଣ୍ଡାସରୁ ଗ୍ରାମର ଅନିତା ଦିଗାଲ (୪୦) ଆଜକୁ ଦୀର୍ଘ ବର୍ଷ ହେବ ଅଜଣା ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି।ଅନିତା ବର୍ତ୍ତମାନ ଅଣ୍ଟାରୁ ତଳକୁ ସଂପୂର୍ଣ୍ଣ ଅକ୍ଷମ ଅତନ୍ତି। ସେ ଶଯ୍ୟାସାୟୀ ଅଟନ୍ତି।

G

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ଟିଆଙ୍ଗିଆ ମଣ୍ଡାସରୁ ଗ୍ରାମର ଅନିତା ଦିଗାଲ (୪୦) ଆଜକୁ ଦୀର୍ଘ ବର୍ଷ ହେବ ଅଜଣା ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି।ଅନିତା ବର୍ତ୍ତମାନ ଅଣ୍ଟାରୁ ତଳକୁ ସଂପୂର୍ଣ୍ଣ ଅକ୍ଷମ ଅତନ୍ତି। ସେ ଶଯ୍ୟାସାୟୀ ଅଟନ୍ତି। ତାଙ୍କ ସ୍ଵାମୀ ପ୍ରଦୀପ ଦିଗାଲ ଜଣେ ଦିନ ମଜୁରୀଆ। ମୂଲ ଲାଗିଲେ ଘରେ ଚୁଲି ଜଳେ। ସ୍ତ୍ରୀଙ୍କ ଏପରି ଅବସ୍ଥା ଦେଖି ସେ ଅନେକ ଧାରକରଜ କରି ଚିକିତ୍ସା ନିମନ୍ତେ ବିଭିନ୍ନ ହସ୍ପିଟାଲକୁ ନେଇ ସର୍ବଶାନ୍ତ ହୋଇ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି। ଶେଷରେ ଉପାୟ ଶୂନ୍ୟ ହୋଇ ଅର୍ଥ ଅଭାବରୁ ଘରେ ହିଁ ନିଜ ଶଯ୍ୟାଶାୟୀ ସ୍ତ୍ରୀ ଅନିତାଙ୍କୁ ଘରେ ପକେଇ ରଖିଛନ୍ତି।

ଅନିତାଙ୍କ ଅବସ୍ଥା ଦେଖି ସ୍ବାମୀ ଅନେକ ଧାରକରଜ କରି ଚିକିତ୍ସା ନିମନ୍ତେ ବିଭିନ୍ନ ହସ୍ପିଟାଲକୁ ନେଇ ସର୍ବଶାନ୍ତ ହୋଇ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି। ଶେଷରେ ଉପାୟ ଶୂନ୍ୟ ହୋଇ ଅର୍ଥ ଅଭାବରୁ ଘରେ ହିଁ ନିଜ ଶଯ୍ୟାଶାୟୀ ସ୍ତ୍ରୀ ଅନିତାଙ୍କୁ ଘରେ ପକେଇ ରଖିଛନ୍ତି।

ଉନ୍ନତମାନର ଚିକିତ୍ସା ନିମନ୍ତେ ମେଡିକାଲ ନେବା ନିମନ୍ତେ ଗାଡ଼ି ଖର୍ଚ୍ଚ ପାଇଁ  ମଧ୍ୟ ତାଙ୍କ  ପାଖରେ ଗୋଟିଏ ଟଙ୍କା ନାହିଁ। ତାଙ୍କ ପାଖରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଅଛି ହେଲେ ଉନ୍ନତମାନର ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ଯିବା ପାଇଁ ପାଖରେ ଟଙ୍କା ଟିଏ ମଧ୍ୟ ନାହିଁ। ଏଣୁ ସେ ଯେପରି ଶୀଘ୍ର ଭଲ ହେବେ ସେଥିପାଇଁ ତାଙ୍କର ଚିକିତ୍ସା ନିମନ୍ତେ ସରକାରଙ୍କ ତରଫରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ନିଜେ ଅସହାୟ ଅନିତା ଦିଗାଲ ଜିଲ୍ଲାପାଳଙ୍କ ଉପରେ ବିଶ୍ବାସ ଭରଷା କରି ତାଙ୍କ ନିକଟରେ ବିନମ୍ର ଗୁହାରି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe