ଆଗକୁ ଅନେକ କିଛି କରିବାର ନୂଆ ଯୋଜନା ରଖିଛୁ: ତନୟା ପଟ୍ଟନାୟକ

ଆଗକୁ ଅନେକ କିଛି କରିବାର ନୂଆ ଯୋଜନା ରଖିଛୁ। ସେନେଇ ଆଜି ଘୋଷଣା କରିବାର ଥିଲା, ମାତ୍ର ପରେ ତାର ଘୋଷଣା କରାଯିବ। ଆଜି ଦୈନିକ ‘ସମ୍ବାଦ’ର ୪୧ତମ ଓ  ‘କନକ ନ୍ୟୁଜ୍‌’ର  ୧୬ଶ ସ୍ବନକ୍ଷତ୍ର ଦିବସ ତଥା ବାର୍ଷିକ ଉତ୍ସବରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦିକା ତନୟା ପଟ୍ଟନାୟକ କହିଛନ୍ତି। 

Untitled-21

ଭୁବନେଶ୍ବର:  ଆଗକୁ ଅନେକ କିଛି କରିବାର ନୂଆ ଯୋଜନା ରଖିଛୁ। ସେନେଇ ଆଜି ଘୋଷଣା କରିବାର ଥିଲା, ମାତ୍ର ପରେ ତାର ଘୋଷଣା କରାଯିବ। ଆଜି ଦୈନିକ ‘ସମ୍ବାଦ’ର ୪୧ତମ ଓ  ‘କନକ ନ୍ୟୁଜ୍‌’ର  ୧୬ଶ ସ୍ବନକ୍ଷତ୍ର ଦିବସ ତଥା ବାର୍ଷିକ ଉତ୍ସବରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦିକା ତନୟା ପଟ୍ଟନାୟକ ଏହା କହିଛନ୍ତି।

ଆଗକୁ ଅନେକ କିଛି କରିବାର ନୂଆ ଯୋଜନା ରଖିଛୁ। ସେନେଇ ଆଜି ଘୋଷଣା କରିବାର ଥିଲା, ମାତ୍ର ପରେ ତାର ଘୋଷଣା କରାଯିବ। ଆଜି ଦୈନିକ ‘ସମ୍ବାଦ’ର ୪୧ତମ ଓ  ‘କନକ ନ୍ୟୁଜ୍‌’ର  ୧୬ଶ ସ୍ବନକ୍ଷତ୍ର ଦିବସ ତଥା ବାର୍ଷିକ ଉତ୍ସବରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦିକା ତନୟା ପଟ୍ଟନାୟକ ଏହା କହିଛନ୍ତି।  

ଏଣେ ଏହି ଅବସରରେ ଗ୍ରୁପ୍ ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ କହିଛନ୍ତି, ଆମ ପାଖରେ ଭଲ ସହଯୋଗୀ ଥିବା ହେତୁ ଖୁବ୍ ଉତ୍କୃଷ୍ଟ କାମ ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe