ବିଳମ୍ବତି ରାତିରେ ସଶସ୍ତ୍ର ଡକାୟତି: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ୍

Advertisment

ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ସାନ ଡୁମେରମୁଣ୍ଡା ଗ୍ରାମରେ ବିଳମ୍ବତି ରାତିରେ ଏକ ସଶସ୍ତ୍ର ଡକାୟତି ହୋଇ ଯାଇଛି। ଛଅ ଜଣ ମୁଖାପିନ୍ଧା ଡକାୟତ ଦଳ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ପ୍ରାୟ ୮୦ ଗ୍ରାମର ସୁନାଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ।

Updated On

ଅଦ୍ୟତନ ହୋଇଛି
io

ଗଡ଼ପୋଷ: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ସାନ ଡୁମେରମୁଣ୍ଡା ଗ୍ରାମରେ ବିଳମ୍ବତି ରାତିରେ ଏକ ସଶସ୍ତ୍ର ଡକାୟତି ହୋଇ ଯାଇଛି। ଛଅ ଜଣ ମୁଖାପିନ୍ଧା ଡକାୟତ ଦଳ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ପ୍ରବେଶ କରିଥିଲେ। ବନ୍ଧୁକ ମୁନରେ ପ୍ରଥମେ ଘରେ ଥିବା ଚାରି ଜଣ ଭଡ଼ାଟିଆଙ୍କୁ ବାନ୍ଧି ଦେଇଥିଲେ ଓ ଗୋଟିଏ କୋଠରୀରେ ବନ୍ଦ କରି ରଖି ଦେଇଥିଲେ। ପରେ ତନ୍ନତନ୍ନ କରି ଉପର ମହଲାର ଚାରିଟି କୋଠରୀ କବାଟ ଭାଙ୍ଗି ଆଲମିରା ଭାଙ୍ଗିବା ସହ ଆସବାବପତ୍ର ଓଲଟପାଲଟ କରି ଦେଇଥିଲେ।

ଛଅ ଜଣ ମୁଖାପିନ୍ଧା ଡକାୟତ ଦଳ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ପ୍ରବେଶ କରିଥିଲେ। ବନ୍ଧୁକ ମୁନରେ ଡକାୟତ ଦଳ ପ୍ରାୟ ୮୦ ଗ୍ରାମର ସୁନାଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ।

ଡକାୟତ ଦଳ ପ୍ରାୟ ୮୦ ଗ୍ରାମର ସୁନାଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ। ଖବର ପାଇଏସଡିପିଓ ଅମିତାଭ ପଣ୍ଡା, ଗୋବିନ୍ଦପୁର ଆଇଆଇସି ରାଜେନ୍ଦ୍ର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିବା ସହ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିବା ଜଣା ପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe