ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁ ସୀମାନ୍ତ ଛତିଶଗଡ଼ର କୋଣ୍ଟା ଥାନା ଅନ୍ତର୍ଗତ ଡଂଗରୀ ଠାରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି।
ମାଲକାନଗିରି ଜିଲ୍ଲାର ମୋଟୁ ସୀମାନ୍ତ ଛତିଶଗଡ଼ର କୋଣ୍ଟା ଥାନା ଅନ୍ତର୍ଗତ ଡଂଗରୀ ଠାରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ଏଥିରେ କୋଣ୍ଟା ଏଏସପି କେଶବ ରାଓ ଗିରିପୁଞ୍ଜେ ସହିଦ ହୋଇଛନ୍ତି।
ଏଥିରେ କୋଣ୍ଟା ଏଏସପି କେଶବ ରାଓ ଗିରିପୁଞ୍ଜେ ସହିଦ ହୋଇଛନ୍ତି। ଏଥିରେ କିଛି ଯବାନ ଓ ଅଧିକାରୀ ବି ଆହତ ହୋଇଥିବା ଜଣାଯାଇଛି।
naxal
Follow Us