ଦଶପଲ୍ଲା- ଭଞ୍ଜନଗର ରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: ବ୍ୟବସାୟୀଙ୍କୁ ମାଡ଼ମାରି ଲୁଟିଲେ, ଜାଳିଦେଲେ ବାଇକ୍

Advertisment

ଦଶପଲ୍ଲା- ଭଞ୍ଜନଗର ରାସ୍ତାର ଦଶପଲ୍ଲା ଥାନା ସାକେଣୀ ନିକଟରେ ଆତଙ୍କ ରଚିଛନ୍ତି ଦୁର୍ବୃତ୍ତ। ଏକ ବାଇକ୍ ରେ ଯାଉଥିବା ତିନିଜଣ ବ୍ୟବସାୟୀଙ୍କୁ ପ୍ରାୟ ୮ଜଣ ଦୁର୍ବୃତ୍ତ ବୋଲେରୋରେ ଆସି ଅଟକାଇବା ସହ ମରଣାନ୍ତକ ଆକ୍ରମଣ କରିଛନ୍ତି।

ଦଶପଲ୍ଲା- ଭଞ୍ଜନଗର ରାସ୍ତାର ଦଶପଲ୍ଲା ଥାନା ସାକେଣୀ ନିକଟରେ ଆତଙ୍କ ରଚିଛନ୍ତି ଦୁର୍ବୃତ୍ତ। ଏକ ବାଇକ୍ ରେ ଯାଉଥିବା ତିନିଜଣ ବ୍ୟବସାୟୀଙ୍କୁ ପ୍ରାୟ ୮ଜଣ ଦୁର୍ବୃତ୍ତ ବୋଲେରୋରେ ଆସି ଅଟକାଇବା ସହ ମରଣାନ୍ତକ ଆକ୍ରମଣ କରିଛନ୍ତି।

zx

ଦଶପଲ୍ଲା: ଆଜି ଭୋର ପ୍ରାୟ ସାଢ଼େ ୪ଟାରେ ଦଶପଲ୍ଲା- ଭଞ୍ଜନଗର ରାସ୍ତାର ଦଶପଲ୍ଲା ଥାନା ସାକେଣୀ ନିକଟରେ ଆତଙ୍କ ରଚିଛନ୍ତି ଦୁର୍ବୃତ୍ତ। ଏକ ବାଇକ୍ ରେ ଯାଉଥିବା ତିନିଜଣ ବ୍ୟବସାୟୀଙ୍କୁ ପ୍ରାୟ ୮ଜଣ ଦୁର୍ବୃତ୍ତ ବୋଲେରୋରେ ଆସି ଅଟକାଇବା ସହ ମରଣାନ୍ତକ ଆକ୍ରମଣ କରିଛନ୍ତି। ଘଟଣା ସ୍ଥଳରୁ ଦୁଇ ବ୍ୟବସାୟୀ ଖସି ଯାଇଥିବା ବେଳେ ଜଣଙ୍କୁ ଅତି ଅମାନବୀୟ ଭାବରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିଛନ୍ତି। ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ବାଇକ୍ କୁ ଜାଳି ଦେଇଛନ୍ତି। ଏପରିକି ବ୍ୟବସାୟୀଙ୍କ ଠାରୁ ମୋବାଇଲ ଓ  ନଗଦ ୭୨୦୦ ଟଙ୍କା ଲୁଟି ନେଇଥିବା ବ୍ୟବସାୟୀ ଜଣଙ୍କ ଅଭିଯୋଗ ଆଣିଛନ୍ତି।

bh

ଦଶପଲ୍ଲା- ଭଞ୍ଜନଗର ରାସ୍ତାର ଦଶପଲ୍ଲା ଥାନା ସାକେଣୀ ନିକଟରେ ଆତଙ୍କ ରଚିଛନ୍ତି ଦୁର୍ବୃତ୍ତ। ଏକ ବାଇକ୍ ରେ ଯାଉଥିବା ତିନିଜଣ ବ୍ୟବସାୟୀଙ୍କୁ ପ୍ରାୟ ୮ଜଣ ଦୁର୍ବୃତ୍ତ ବୋଲେରୋରେ ଆସି ଅଟକାଇବା ସହ ମରଣାନ୍ତକ ଆକ୍ରମଣ କରିଛନ୍ତି। ଘଟଣା ସ୍ଥଳରୁ ଦୁଇ ବ୍ୟବସାୟୀ ଖସି ଯାଇଥିବା ବେଳେ ଜଣଙ୍କୁ ଅତି ଅମାନବୀୟ ଭାବରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିଛନ୍ତି। ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ବାଇକ୍ କୁ ଜାଳି ଦେଇଛନ୍ତି। ଏପରିକି ବ୍ୟବସାୟୀଙ୍କ ଠାରୁ ମୋବାଇଲ ଓ  ନଗଦ ୭୨୦୦ ଟଙ୍କା ଲୁଟି ନେଇଥିବା ବ୍ୟବସାୟୀ ଜଣଙ୍କ ଅଭିଯୋଗ ଆଣିଛନ୍ତି। ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀମାନେ ହେଲେ ଦଶପଲ୍ଲା ଏନଏସି ଅଧୀନସ୍ଥ ଖଣ୍ଡପଡ଼ା ଗ୍ରାମର ଜଟିଆ ବେହେରା, ଶରତ ଦାସ ଓ ଲଛବନ ନାୟକ। ବ୍ୟବସାୟୀ ଜଣଙ୍କ ଜଟିଆ ବେହେରା ଗୁରୁତର ଥିବା କୁହାଯାଉଛି।

 ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀମାନେ ହେଲେ ଦଶପଲ୍ଲା ଏନଏସି ଅଧୀନସ୍ଥ ଖଣ୍ଡପଡ଼ା ଗ୍ରାମର ଜଟିଆ ବେହେରା, ଶରତ ଦାସ ଓ ଲଛବନ ନାୟକ। ବ୍ୟବସାୟୀ ଜଣଙ୍କ ଜଟିଆ ବେହେରା ଗୁରୁତର ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe