ଟିପିଏନଓଡିଏଲ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Advertisment

ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ସେକସରାଇ ଗାଁରେ ଜଣେ ଉପଭୋକ୍ତାଙ୍କ ଘରକୁ ଲାଇନ୍ କାଟିବାକୁ ଯାଇଥିବା ଟିପିଏନଓଡିଏଲ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସେହି ସମୟର ଏକ ଭିଡିଓ ମଧ୍ୟ ମୋବାଇଲରୁ ମୋବାଇଲରେ ଘୁରି ବୁଲିଛି।

ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ସେକସରାଇ ଗାଁରେ ଜଣେ ଉପଭୋକ୍ତାଙ୍କ ଘରକୁ ଲାଇନ୍ କାଟିବାକୁ ଯାଇଥିବା ଟିପିଏନଓଡିଏଲ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସେହି ସମୟର ଏକ ଭିଡିଓ ମଧ୍ୟ ମୋବାଇଲରୁ ମୋବାଇଲରେ ଘୁରି ବୁଲିଛି।

joo

ଜଳେଶ୍ଵର:ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ସେକସରାଇ ଗାଁରେ ଜଣେ ଉପଭୋକ୍ତାଙ୍କ ଘରକୁ ଲାଇନ୍ କାଟିବାକୁ ଯାଇଥିବା ଟିପିଏନଓଡିଏଲ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସେହି ସମୟର ଏକ ଭିଡିଓ ମଧ୍ୟ ମୋବାଇଲରୁ ମୋବାଇଲରେ ଘୁରି ବୁଲିଛି। ଟିପିଏନଓଡିଏଲ  କର୍ମଚାରୀଙ୍କୁ ମାଡ଼ ଘଟଣାରେ ଜଣେ କର୍ମଚାରୀ ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବିଜୁଳି ଚୋରି କରୁଥିବାର ଠୋସ ପ୍ରମାଣ ମିଳିଛି କୁହାଯାଇ ତାଙ୍କ ଉପରେ ପେନାଲଟି ଲଗା ଯାଇଥିଲା।ତେବେ ସେହି ବ୍ୟକ୍ତି ଜଣକ ପେନାଲଟି ଟଙ୍କା ଦେଉନଥିଲେ କି କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ପକ୍ଷ ରଖୁ ନଥିଲେ।ଫଳରେ ଗତକାଲି ଟିପିଏନଓଡିଏଲ କର୍ମଚାରୀମାନେ ତାଙ୍କ ଘରକୁ ଯାଇ ବିଜୁଳି ସଂଯୋଗ କାଟୁଥିବା ବେଳେ ଘର ମାଲିକ ଅଥବା ସେହି ବ୍ୟକ୍ତି ଜଣକ ହାତରେ ପଥର ଧରି ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲେ।

ବିବରଣୀରୁ ପ୍ରକାଶ ଯେ ସେକସରାଇ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ବିଜୁଳି ଚୋରି ହେଉଥିବା ନେଇ ଟିପିଏନଓଡିଏଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇ ଆସୁଥିଲା। ଏହି ଅଭିଯୋଗ ଆଧାରରେ କିଛି ଦିନ ତଳେ ବିଦ୍ୟୁତ ବିଭାଗର ଭିଜିଲାନ୍ସ ଟିମ  ଦ୍ବାରା ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବିଜୁଳି ଚୋରି କରୁଥିବାର ଠୋସ ପ୍ରମାଣ ମିଳିଛି କୁହାଯାଇ ତାଙ୍କ ଉପରେ ପେନାଲଟି ଲଗା ଯାଇଥିଲା।ତେବେ ସେହି ବ୍ୟକ୍ତି ଜଣକ ପେନାଲଟି ଟଙ୍କା ଦେଉନଥିଲେ କି କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ପକ୍ଷ ରଖୁ ନଥିଲେ।ଫଳରେ ଗତକାଲି ଟିପିଏନଓଡିଏଲ କର୍ମଚାରୀମାନେ ତାଙ୍କ ଘରକୁ ଯାଇ ବିଜୁଳି ସଂଯୋଗ କାଟୁଥିବା ବେଳେ ଘର ମାଲିକ ଅଥବା ସେହି ବ୍ୟକ୍ତି ଜଣକ ହାତରେ ପଥର ଧରି ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲେ। ଏପରିକି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ କର୍ମଚାରୀମାନଙ୍କୁ ଠେଲାପେଲା ଓ ମାରପିଟ୍ କରିଥିଲେ। ଏହି ଠେଲାପେଲା ରେ ଅବଶ୍ୟ ଘର ମାଲିକଙ୍କ ହାତରେ କାଚ ବାଜି କଟି ଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe