ଖଣି ଅଧିକାରୀଙ୍କ ଉପରେ ବାଲି ମାଫିଆଙ୍କ ଆକ୍ରମଣ

Advertisment

ଖଣି ଅଧିକାରୀଙ୍କ ସୁରଜ ହେମ୍ବ୍ରମଙ୍କ ଉପରେ ବାଲି ମାଫିଆ ଆକ୍ରମଣ କରିଛନ୍ତି। ଆନନ୍ଦପୁର ବ୍ରିଜ ନିକଟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।  ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଅତି ସଙ୍କଟାପନ୍ନ ଅବସ୍ଥାରେ ବ୍ରିଜ ତଳକୁ ଫିଙ୍ଗି ଦେଇଥିଲେ କିଛି ବାଲି ମାଫିଆ।

ଖଣି ଅଧିକାରୀଙ୍କ ସୁରଜ ହେମ୍ବ୍ରମଙ୍କ ଉପରେ ବାଲି ମାଫିଆ ଆକ୍ରମଣ କରିଛନ୍ତି। ଆନନ୍ଦପୁର ବ୍ରିଜ ନିକଟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।  ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଅତି ସଙ୍କଟାପନ୍ନ ଅବସ୍ଥାରେ ବ୍ରିଜ ତଳକୁ ଫିଙ୍ଗି ଦେଇଥିଲେ କିଛି ବାଲି ମାଫିଆ।

zx

ଘସିପୁରା: ଖଣି ଅଧିକାରୀଙ୍କ ସୁରଜ ହେମ୍ବ୍ରମଙ୍କ ଉପରେ ବାଲି ମାଫିଆ ଆକ୍ରମଣ କରିଛନ୍ତି। ପାଞ୍ଚଜଣିଆ ଟିମ୍ ସ୍ପେସାଲ୍ ସ୍କ୍ୱାଡ ସହ ଆନନ୍ଦପୁର ଅଞ୍ଚଳରେ ଚୋରା ବାଲି କାରବାର ହେଉଥିବା ଖବର ପାଇ ଘାଟ ଉପରେ ରାତି ପ୍ରାୟ ସାଢେ଼ ଏଗାରଟାରେ ସେ ଚଢ଼ାଉ କରିଥିଲେ।  ଏହି ସମୟରେ ଆନନ୍ଦପୁର ବ୍ରିଜ ନିକଟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।

 ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଅତି ସଙ୍କଟାପନ୍ନ ଅବସ୍ଥାରେ ବ୍ରିଜ ତଳକୁ ଫିଙ୍ଗି ଦେଇଥିଲେ କିଛି ବାଲି ମାଫିଆ। ସେଠାରୁ କୌଣସି ପ୍ରକାରେ ପ୍ରାଣ ବଞ୍ଚାଇ ସେମାନେ ପଳାଇ ଆସିଥିଲେ। ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଉଭୟଙ୍କର ଚିକିତ୍ସା କରାଯାଇଛି। ଘସିପୁରା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି।

 ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଅତି ସଙ୍କଟାପନ୍ନ ଅବସ୍ଥାରେ ବ୍ରିଜ ତଳକୁ ଫିଙ୍ଗି ଦେଇଥିଲେ କିଛି ବାଲି ମାଫିଆ। ସେଠାରୁ କୌଣସି ପ୍ରକାରେ ପ୍ରାଣ ବଞ୍ଚାଇ ସେମାନେ ପଳାଇ ଆସିଥିଲେ। ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଉଭୟଙ୍କର ଚିକିତ୍ସା କରାଯାଇଛି। ଘସିପୁରା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି। ଖଣି ଅଧିକାରୀଙ୍କ ବୋଲେରୋଟିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe