ଲୋଇସିଂହାରେ ବୃଦ୍ଧଙ୍କୁ ଆକ୍ରମଣ, ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ

Advertisment

ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜାତୀୟ ରାଜପଥ-୨୬ରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦୁଇଜଣ ଦୁର୍ବୃତ୍ତ ଆକ୍ରମଣ କରି ଲହୁଲୁହାଣ କରିଥିବା ଜଣାଯାଇଛି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଲୋଇସିଂହା ଡାକ୍ତରଖାନା ଭର୍ତ୍ତି କରିଥିଲେ।

ପୋଷ୍ଟାଲ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ଅଧିକାରୀ ଥାନାରେ ଅଟକ

ଲୋଇସିଂହା: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜାତୀୟ ରାଜପଥ-୨୬ରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦୁଇଜଣ ଦୁର୍ବୃତ୍ତ ଆକ୍ରମଣ କରି ଲହୁଲୁହାଣ କରିଥିବା ଜଣାଯାଇଛି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଲୋଇସିଂହା ଡାକ୍ତରଖାନା ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ବେଳେ ଲୋଇସିଂହା ଥାନାର ଅନତି ଦୂରରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଈଶ୍ବର ଝାଙ୍କର(୫୦) ନାମକ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦୁଇଜଣ ଦୁର୍ବୃତ୍ତ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଲୋଇସିଂହା ଡାକ୍ତରଖାନା ଭର୍ତ୍ତି କରିଥିଲେ।  ପରେ ବଲାଙ୍ଗୀର ତାଙ୍କୁ ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ସେ ନଜ ଗାଁ ବୁଦେଲପାଲିକୁ ଫେରୁଥିବା ବେଳେ ଏଭଳି କାଣ୍ଡ ଘଟିଥିଲା। ଏଥିରେ ତାଙ୍କର ଆଖିରେ ଆଘାତ ଲାଗିଥିଲା। ତେବେ ଏଭଳି ଆକ୍ରମଣର କାରଣ କ’ଣଏବଂ କିଏସେହି ଦୁଇ ଆକ୍ରମଣକାରୀ ସେନେଇ ଲୋଇସିଂହା ଥାନା ପୁଲିସ ତଦନ୍ତ ଚଳାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe