ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ

Advertisment

ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ ହୋଇଥିବାର ଖବର ମିଳିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଚିକିଟି ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।

bhi

ବ୍ରହ୍ମପୁର: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ ହୋଇଥିବାର ଖବର ମିଳିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଚିକିଟି ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ସେ ଦିଗପହଣ୍ଡିର ଗଡ଼ଗୋବିନ୍ଦପୁର ପଞ୍ଚାୟତରେ ପୂର୍ବରୁ ସରପଞ୍ଚ ଥିଲେ।

ଗଡ଼ଗୋବିନ୍ଦପୁର ଗାଁରେ ମନରେଗା କାମକୁ ନେଇ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଲୋକପାଳଙ୍କ ପକ୍ଷରୁ ଏକ ଟିମ୍‌ ସେହି ଗାଁକୁ ଆସି ତଦନ୍ତ କରି ଯାଇଥିଲେ। ଗତକାଲି ସନ୍ଧ୍ୟାରେ ହରିବନ୍ଧୁ ରେଡ୍ଡୀ ଏବଂ କିଛି ଗ୍ରାମବାସୀ ଏହି ବିଷୟ ନେଇ ଆଲୋଚନା କରୁଥିବା ବେଳେ ହଠାତ୍ କିଛି ଯୁବକ ବାଇକରେ ଆସି ଆକ୍ରମଣ କରିଥିଲେ। ଗ୍ରାମବାସୀ ବାଇକଗୁଡ଼ିକୁ ରଖିଥିବା ବେଳେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe