କାମାକ୍ଷାନଗରରେ ଚାଞ୍ଚଲ୍ୟ: ବିଳମ୍ବିତ ରାତ୍ରିରେ ଏଟିଏମ ଲୁଟ୍ ଉଦ୍ୟମ ବିଫଳ

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବିଫଳ ହୋଇଛି। ଅଁଳାବାରେଣୀରେ ଥିବା ବ୍ୟାଙ୍କ ଅଫ ବରୋଦାର ଏଟିଏମ ତାଲା ଭାଙ୍ଗିବା ସହ ସିସି କ୍ୟାମେରାକୁ କଲର ସ୍ପ୍ରେ ମାରି ଲୁଟ ଉଦ୍ୟମ ହୋଇଛି।

Updated On

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବିଫଳ ହୋଇଛି। ଅଁଳାବାରେଣୀରେ ଥିବା ବ୍ୟାଙ୍କ ଅଫ ବରୋଦାର ଏଟିଏମ ତାଲା ଭାଙ୍ଗିବା ସହ ସିସି କ୍ୟାମେରାକୁ କଲର ସ୍ପ୍ରେ ମାରି ଲୁଟ ଉଦ୍ୟମ ହୋଇଛି।

ଅଦ୍ୟତନ ହୋଇଛି
jkl

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବିଫଳ ହୋଇଛି। ଅଁଳାବାରେଣୀରେ ଥିବା ବ୍ୟାଙ୍କ ଅଫ ବରୋଦାର ଏଟିଏମ ତାଲା ଭାଙ୍ଗିବା ସହ ସିସି କ୍ୟାମେରାକୁ କଲର ସ୍ପ୍ରେ ମାରି ଲୁଟ ଉଦ୍ୟମ ହୋଇଛି। ବିଳମ୍ବିତ ରାତିରେ ବ୍ୟାଙ୍କ ଅଫ ବରୋଦା ବରୋଦାରୁ ଲୁଟ ଉଦ୍ୟମ ହୋଇଥିବା ଜଣାଯାଇଛି। ଘଟଣା ସ୍ଥଳରେ ତୁମୁସିଙ୍ଗା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe