ସୋର-କୁପାରୀ ରାସ୍ତାରେ ଓଲଟିଲା ଅଟୋ: ୬ ଛାତ୍ରଛାତ୍ରୀ ଗୁରୁତର

ସୋର-କୁପାରୀ ରାସ୍ତା କୋଚିଆକୋଇଲିଠାରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକମାନେ ପିଲାମାନଙ୍କୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଛନ୍ତିl

zxc

ସୋର: ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ଏକ ଅଟୋ ଓଲଟିବାରୁ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିବାର ଖବର ମିଳିଛିl ସୂଚନା ଅନୁଯାୟୀ, କୁରୁଣ୍ଟା, କଳିହା, ଓଝାପୋଖରୀ ଓ ଗଣ୍ଡିବେଡ଼ ଗ୍ରାମରୁ ୬ ଜଣ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଅଟୋ ଅର୍ଜୁନପୁର ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଟିଉସନ ହେବାକୁ ଯାଉଥିଲା।

କୁରୁଣ୍ଟା, କଳିହା, ଓଝାପୋଖରୀ ଓ ଗଣ୍ଡିବେଡ଼ ଗ୍ରାମରୁ ୬ ଜଣ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଅଟୋ ଅର୍ଜୁନପୁର ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଟିଉସନ ହେବାକୁ ଯାଉଥିଲା।ସୋର-କୁପାରୀ ରାସ୍ତା କୋଚିଆକୋଇଲିଠାରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକମାନେ ପିଲାମାନଙ୍କୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଛନ୍ତିl

ସୋର-କୁପାରୀ ରାସ୍ତା କୋଚିଆକୋଇଲିଠାରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକମାନେ ପିଲାମାନଙ୍କୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଛନ୍ତିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe