କାର୍‌- ବ୍ୟାଟେରୀ ଅଟୋ ଧକ୍କା: ଅଟୋ ଚାଳକ ମୃତ, ୩ ଗୁରୁତର

Advertisment

ପୁରୀ - ସାତପଡା ରାଜପଥର ବ୍ରହ୍ମଗିରି ଥାନା ଯଦୁପୁର ନିକଟରେ ଏକ ବ୍ୟାଟେରୀ ଅଟୋକୁ ଏକ କାର ଧକ୍କା ଦେଇଛି। ଏହାଫଳରେ ଅଟୋ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ଅଟୋ ଚାଳକ ଗୋପୀନାଥପୁର ଗାଁର ସ୍ୱରାଜ୍ୟ ବେହେରା ବୋଲି ପୁଲିସ କହିଛି।

ପୁରୀ - ସାତପଡା ରାଜପଥର ବ୍ରହ୍ମଗିରି ଥାନା ଯଦୁପୁର ନିକଟରେ ଏକ ବ୍ୟାଟେରୀ ଅଟୋକୁ ଏକ କାର ଧକ୍କା ଦେଇଛି। ଏହାଫଳରେ ଅଟୋ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ଅଟୋ ଚାଳକ ଗୋପୀନାଥପୁର ଗାଁର ସ୍ୱରାଜ୍ୟ ବେହେରା ବୋଲି ପୁଲିସ କହିଛି।

New Project (12)

ବ୍ରହ୍ମଗିରି: ପୁରୀ - ସାତପଡା ରାଜପଥର ବ୍ରହ୍ମଗିରି ଥାନା ଯଦୁପୁର ନିକଟରେ ଏକ ବ୍ୟାଟେରୀ ଅଟୋକୁ ଏକ କାର ଧକ୍କା ଦେଇଛି। ଏହାଫଳରେ ଅଟୋ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କାରରେ ଥିବା ଡ୍ରାଇଭରଙ୍କ ସହିତ ୩ ଜଣ ଗୁରୁତର ଆହତ ହୋଇ ରେବଣାନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି। ମୃତ ଅଟୋ ଚାଳକ ଗୋପୀନାଥପୁର ଗାଁର ସ୍ୱରାଜ୍ୟ ବେହେରା ବୋଲି ପୁଲିସ କହିଛି।

 ବ୍ରହ୍ମଗିରି ଥାନା ଯଦୁପୁର ନିକଟରେ ଏକ ବ୍ୟାଟେରୀ ଅଟୋକୁ ଏକ କାର ଧକ୍କା ଦେଇଛି। ଏହାଫଳରେ ଅଟୋ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କାରରେ ଥିବା ଡ୍ରାଇଭରଙ୍କ ସହିତ ୩ ଜଣ ଗୁରୁତର ଆହତ ହୋଇ ରେବଣାନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି। ମୃତ ଅଟୋ ଚାଳକ ଗୋପୀନାଥପୁର ଗାଁର ସ୍ୱରାଜ୍ୟ ବେହେରା ବୋଲି ପୁଲିସ କହିଛି।

ଦୁର୍ଘଟଣାଗ୍ରସ୍ତ ଗାଡ଼ିଦୁଇଟିକୁ ପୁଲିସ ଜବତ କରିଛି। କାରରେ ଥିବା ଗୁରୁତରଙ୍କ ପରିଚୟ ମିଳି ପାରି ନାହିଁ। ପୁଲିସ ମୃତ ଡ୍ରାଇଭରଙ୍କ ଶବ ଜବତ କରି ତଦନ୍ତ କରୁଛି। ଏତେ ଜୋରରେ ଦୁର୍ଘଟଣା ଘଟିଛି ଯେ ଅଟୋଟି ଖଣ୍ଡ ଖଣ୍ଡ ହୋଇ ଯାଇଛି। କାର୍‌ଟି ରାସ୍ତାକଡ଼ରେ ଥିବା ବରଗଛରେ ପିଟି ହୋଇ ଚୁରମାର ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe