ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ପ୍ରଭାବିତ

Advertisment

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ହୋଇଛି। ଅବକାଶ ପୂଜା ନୀତି ପରେ ଭିତର କାଠ ଦର୍ଶନ ଚାଲୁଥିବା ବେଳେ ଅଘଟଣ। ଭିତର କାଠ ନିକଟରେ କେହି ଜଣେ ବାନ୍ତି କରିଦେବାରୁ ବଡ଼ ମହାସ୍ନାନ ହେଉଛି।

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ହୋଇଛି। ଅବକାଶ ପୂଜା ନୀତି ପରେ ଭିତର କାଠ ଦର୍ଶନ ଚାଲୁଥିବା ବେଳେ ଅଘଟଣ। ଭିତର କାଠ ନିକଟରେ କେହି ଜଣେ ବାନ୍ତି କରିଦେବାରୁ ବଡ଼ ମହାସ୍ନାନ ହେଉଛି।

bh

ପୁରୀ: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ହୋଇଛି। ଅବକାଶ ପୂଜା ନୀତି ପରେ ଭିତର କାଠ ଦର୍ଶନ ଚାଲୁଥିବା ବେଳେ ଅଘଟଣ। ଭିତର କାଠ ନିକଟରେ କେହି ଜଣେ ବାନ୍ତି କରିଦେବାରୁ ବଡ଼ ମହାସ୍ନାନ ହେଉଛି। ଦେଢ଼ ଘଣ୍ଟା ସାଧାରଣ ଦର୍ଶନ ପ୍ରଭାବିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe