ଶ୍ରୀମନ୍ଦିରରେ ଅଘଟଣ: ଭିତରକାଠ ନିକଟରେ ରକ୍ତଛିଟା, ମହାପ୍ରଭୁଙ୍କର ଚାଲିଛି ବଡ଼ ମହାସ୍ନାନ ନୀତି

Advertisment

ଶ୍ରୀମନ୍ଦିରରେ ଅଘଟଣ। ଭିତରକାଠ ନିକଟରେ ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କର ଚାଲିଛି ବଡ଼ ମହାସ୍ନାନ ନୀତି। ଏଥିପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ମହାସ୍ନାନ ନୀତି ସରିବା ପରେ ଦର୍ଶନ ସ୍ୱାଭାବିକ ହେବ।

jagannath temple-the financial express

ପୁରୀ: ଶ୍ରୀମନ୍ଦିରରେ ଅଘଟଣ। ଭିତରକାଠ ନିକଟରେ ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କର ଚାଲିଛି ବଡ଼ ମହାସ୍ନାନ ନୀତି। ଏଥିପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି।

ଶ୍ରୀମନ୍ଦିରରେ ଜାରି ରହିଛି ବଡ଼ ମହାସ୍ନାନ ନୀତି। ବଡ଼ ମହାସ୍ନାନ ନୀତି ପାଇଁ ଦର୍ଶନ ବନ୍ଦ ରହିଛି। ଭିତର କାଠରେ ରକ୍ତ ପଡ଼ିଥିବାରୁ ଏହି ବଡ଼ ମହାସ୍ନାନ କରାଯାଉଛି। ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ମହାସ୍ନାନ ନୀତି ସରିବା ପରେ ଦର୍ଶନ ସ୍ୱାଭାବିକ ହେବ।
ଆଜି ରୋଷ ହୋମ ନୀତି ସରି ପରବର୍ତ୍ତୀ ନୀତି ଆରମ୍ଭ ହେବାକୁ ଯିବାବେଳେ ସକାଳ ସାଢେ ୮ଟାରେ ରକ୍ତ ପଡ଼ିଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe