ଟ୍ରକ୍‌ ସହ ଧକ୍କା ପରେ ଗଛରେ ପିଟିହେଲା କାର; ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ

Advertisment

ଟ୍ରକ୍‌ ଦୁର୍ଘଟଣାର ସାମ୍ନା ପରେ ଗଛରେ କାର ପିଟି ହେବାରୁ ଘଟଣା ସ୍ଥଳରେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟାଙ୍କ ମ୍ୟାନେଜର ହେଲେ ବନ୍ଧପଡ଼ା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସୁଶାନ୍ତ କୁମାର ଭୋଇ।

ଟ୍ରକ୍‌ ଦୁର୍ଘଟଣାର ସାମ୍ନା ପରେ ଗଛରେ କାର ପିଟି ହେବାରୁ ଘଟଣା ସ୍ଥଳରେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟାଙ୍କ ମ୍ୟାନେଜର ହେଲେ ବନ୍ଧପଡ଼ା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସୁଶାନ୍ତ କୁମାର ଭୋଇ।

New Project (23)

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍‌କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍‌। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍‌ ଦୁର୍ଘଟଣାର ସାମ୍ନା ପରେ ଗଛରେ କାର ପିଟି ହେବାରୁ ଘଟଣା ସ୍ଥଳରେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟାଙ୍କ ମ୍ୟାନେଜର ହେଲେ ବନ୍ଧପଡ଼ା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସୁଶାନ୍ତ କୁମାର ଭୋଇ। 

ସୁଶାନ୍ତ ଭୋଇ ବ୍ୟାଙ୍କ କାମରେ ଗ୍ରାହାକ ମାନଙ୍କ ପାଖକୁ ଯାଉଥିବା ବେଳେ ଆଜି ୩ଟା ୩୦ମିନିଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ତାଙ୍କ କାରକୁ ଧକ୍କା ଦେଇଥିଲା। ଏହା ପରେ କାରଟି ଗଛରେ ପିଟି ହୋଇଥିଲା।

ସୁଶାନ୍ତ ଭୋଇ ବ୍ୟାଙ୍କ କାମରେ ଗ୍ରାହାକ ମାନଙ୍କ ପାଖକୁ ଯାଉଥିବା ବେଳେ ଆଜି ୩ଟା ୩୦ମିନିଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ତାଙ୍କ କାରକୁ ଧକ୍କା ଦେଇଥିଲା। ଏହା ପରେ କାରଟି ଗଛରେ ପିଟି ହୋଇଥିଲା। ଏନେଇ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ବନ୍ଧାପଡ଼ା ଫାଣ୍ଡିର ପୁଲିସ ପହଞ୍ଚି ବ୍ୟାଙ୍କ ମ୍ୟାନେଜରଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଧକ୍କା ଦେଇ ଫେରାର ମାରୁଥିବା ଟ୍ରକଟି ପୁଲିସ ଅଟକ ରଖିଛି। 

Balangir | Accident 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe