Advertisment

ନରଦା ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଗୋମାଂସ ଜବତ, ଚାଳକ ଫେରାର

Advertisment

ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାର ଷ୍ଟେଟ ବ୍ୟାଙ୍କ ସାମ୍ନାରୁ ଗୋମାଂସ ଜବତ। ଏକ ପିକ୍ ଅପ୍ ଭ୍ୟାନ୍ ରେ ନିମାପଡ଼ା ଅଂଚଳରୁ ଗୋମାଂସ ଚାଲାଣ ହେଉଥିଲା । ଗାଡ଼ିରେ ୩ ବସ୍ତା ଗୋମାଂସ ରହିଥିଵା ଜଣା ପଡ଼ିଥିଲା ।

ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାର ଷ୍ଟେଟ ବ୍ୟାଙ୍କ ସାମ୍ନାରୁ ଗୋମାଂସ ଜବତ। ଏକ ପିକ୍ ଅପ୍ ଭ୍ୟାନ୍ ରେ ନିମାପଡ଼ା ଅଂଚଳରୁ ଗୋମାଂସ ଚାଲାଣ ହେଉଥିଲା । ଗାଡ଼ିରେ ୩ ବସ୍ତା ଗୋମାଂସ ରହିଥିଵା ଜଣା ପଡ଼ିଥିଲା ।

0491c1ff-86b5-4a92-b493-68371dc64435 .jpeg

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାର ଷ୍ଟେଟ ବ୍ୟାଙ୍କ ସାମ୍ନାରୁ ଗୋମାଂସ ଜବତ। ଏକ ପିକ୍ ଅପ୍ ଭ୍ୟାନ୍ ରେ ନିମାପଡ଼ା ଅଂଚଳରୁ ଗୋମାଂସ ଚାଲାଣ ହେଉଥିଲା। ନିମାପଡା ସରଦେଇପୁର ରାସ୍ତାରେ ଗାଡ଼ିଟି ଦ୍ରୁତ ବେଗରେ ଯାଉଥିଲା | ଗାଡ଼ିକୁ ପିଛା କରି ନରଦା ବଜାରରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ିକୁ ଅଟକା ଯାଇଥିଲା । ଘଟଣା ସ୍ଥଳରୁ ପିକ୍ ଅପ୍ ଚାଳକ ଗାଡ଼ି ଛାଡ଼ି  ଚାଳକ ଦଉଡ଼ି ପଳାଇଥିଲେ। ଗାଡ଼ିରେ ୩ ବସ୍ତା ଗୋମାଂସ ରହିଥିଵା ଜଣା ପଡ଼ିଥିଲା ।

ଗାଡ଼ିକୁ ପିଛା କରି ନରଦା ବଜାରରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ିକୁ ଅଟକା ଯାଇଥିଲା । ଘଟଣା ସ୍ଥଳରୁ ପିକ୍ ଅପ୍ ଚାଳକ ଗାଡ଼ି ଛାଡ଼ି  ଚାଳକ ଦଉଡ଼ି ପଳାଇଥିଲେ। ଗାଡ଼ିରେ ୩ ବସ୍ତା ଗୋମାଂସ ରହିଥିଵା ଜଣା ପଡ଼ିଥିଲା ।

 ଏହା ଜଣାପଡ଼ିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ବାଲିପାଟଣା ଥାନାକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ। ପୁଲିସ ପହଞ୍ଚି ପିକଅପ ଭ୍ୟାନକୁ ଜବତ କରି ଥାନାକୁ ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe