ଯୁବ ନେତାଙ୍କୁ ବଡ଼ ଦାୟିତ୍ବ: ଛାତ୍ର ବିଜେଡି ସଭାପତି ହେଲେ ଇପ୍‌ସିତା ସାହୁ

ରାଜ୍ୟରେ ଛାତ୍ର ସଂଗଠନ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ବଡ଼ ଘୋଷଣା କରିଛି। ବିଜେଡି ଆଜି ଛାତ୍ର ସଂଗଠନ ପାଇଁ ସଭାପତି ଚୟନ କରିଛି। ଯୁବନେତ୍ରୀ ଇପ୍‌ସିତା ସାହୁଙ୍କୁ ଏହି ଦାୟିତ୍ବ ଦେଇଛି।

New Project (27)

ଭୁବନେଶ୍ବର: ରାଜ୍ୟରେ ଛାତ୍ର ସଂଗଠନ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ବଡ଼ ଘୋଷଣା କରିଛି। ବିଜେଡି ଆଜି ଛାତ୍ର ସଂଗଠନ ପାଇଁ ସଭାପତି ଚୟନ କରିଛି। ଯୁବନେତ୍ରୀ ଇପ୍‌ସିତା ସାହୁଙ୍କୁ ଏହି ଦାୟିତ୍ବ ଦେଇଛି। ଏଥି ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନ୍ୟ ୪ ଜଣ ନେତାଙ୍କୁ ଛାତ୍ର ବ୍ୟାପାର ଦାୟିତ୍ବ ଦେଇଛନ୍ତି। ସେମାନେ ହେଲେ ଦେବେଶ ଆଚାର୍ଯ୍ୟ, ଦେବୀ ରଂଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଓ ସୌଭିକ ବିଶ୍ବାଳ।‌ ସେହିପରି ଚିନ୍ମୟ ସାହୁଙ୍କୁ ବିଜେଡି ସୁପ୍ରିମୋ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ନିଯୁକ୍ତି କରିଛନ୍ତି।    

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନ୍ୟ ୪ ଜଣ ନେତାଙ୍କୁ ଛାତ୍ର ବ୍ୟାପାର ଦାୟିତ୍ବ ଦେଇଛନ୍ତି। ସେମାନେ ହେଲେ ଦେବେଶ ଆଚାର୍ଯ୍ୟ, ଦେବୀ ରଂଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଓ ସୌଭିକ ବିଶ୍ବାଳ।‌

 BJD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe