ଭାରସାମ୍ୟ ହରାଇ ରାସ୍ତାକଡ଼ ଘରେ ପିଟି ହେଲା ବାଇକ୍: ଚାଲିଗଲା ଜଣଙ୍କର ଜୀବନ, ଜଣେ ଗୁରୁତର

ଭାରସାମ୍ୟ ହରାଇ ରାସ୍ତାକଡ଼ ଘରେ ପିଟି ହେଲା ବାଇକ୍। ଏହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ସୁରେଶ ଚନ୍ଦ୍ର କର୍ତା(୫୦) ଓ ଗୁରୁତର ହେଲେ ଅଭିଷେକ ଭୋଇ (୧୯)।

ୂର

ସୁନ୍ଦରଗଡ଼: ଭାରସାମ୍ୟ ହରାଇ ରାସ୍ତାକଡ଼ ଘରେ ପିଟି ହେଲା ବାଇକ୍। ଏହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ସୁରେଶ ଚନ୍ଦ୍ର କର୍ତା(୫୦) ଓ ଗୁରୁତର ହେଲେ ଅଭିଷେକ ଭୋଇ (୧୯)।

ଭାରସାମ୍ୟ ହରାଇ ରାସ୍ତାକଡ଼ ଘରେ ପିଟି ହେଲା ବାଇକ୍। ଏହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ସୁରେଶ ଚନ୍ଦ୍ର କର୍ତା(୫୦) ଓ ଗୁରୁତର ହେଲେ ଅଭିଷେକ ଭୋଇ (୧୯)। ଉଭୟ ରେଳ ବିଭାଗ କର୍ମଚାରୀ ବୋଲି ସୂଚନା ରହିଛି । ଦ୍ରୁତଗତିରେ ଦୁହେଁ ବାମରା ପଟକୁ ଯାଉଥିବା ବେଳେ ଧରୁଆଡିହି ଥାନା ରାବଣଡିହିରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି।

ଉଭୟ ରେଳ ବିଭାଗ କର୍ମଚାରୀ ବୋଲି ସୂଚନା ରହିଛି । ଦ୍ରୁତଗତିରେ ଦୁହେଁ ବାମରା ପଟକୁ ଯାଉଥିବା ବେଳେ ଧରୁଆଡିହି ଥାନା ରାବଣଡିହିରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe