ଭାରସାମ୍ୟ ହରାଇ ଗଛରେ ପିଟିଲା ବାଇକ୍: ୨ ଯୁବକଙ୍କ ମୃତ୍ୟୁ

Advertisment

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-ଗାଇସିଲାଟ ମୁଖ୍ୟରାସ୍ତାର କୁତୁର୍ଲା ଛକ ନିକଟରେ ଥିବା ବୁଲାଣି ଠାରେ ମଙ୍ଗଳବାର ଅପରାହ୍‌ଣରେ ୨ ଜଣ ବାଇକ୍ ଆରୋହୀ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ଜଣାପଡିଛି। ଏଥିରେ ୨ ଜଣକର ମୃତ୍ୟୁ ଘଟିଛି। 

Updated On

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-ଗାଇସିଲାଟ ମୁଖ୍ୟରାସ୍ତାର କୁତୁର୍ଲା ଛକ ନିକଟରେ ଥିବା ବୁଲାଣି ଠାରେ ମଙ୍ଗଳବାର ଅପରାହ୍‌ଣରେ ୨ ଜଣ ବାଇକ୍ ଆରୋହୀ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ଜଣାପଡିଛି। ଏଥିରେ ୨ ଜଣକର ମୃତ୍ୟୁ ଘଟିଛି। 

ଅଦ୍ୟତନ ହୋଇଛି
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-ଗାଇସିଲାଟ ମୁଖ୍ୟରାସ୍ତାର କୁତୁର୍ଲା ଛକ ନିକଟରେ ଥିବା ବୁଲାଣି ଠାରେ ମଙ୍ଗଳବାର ଅପରାହ୍‌ଣରେ ଦୁଇ ଜଣ ବାଇକ୍ ଆରୋହୀ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ଜଣାପଡିଛି। ଏଥିରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ବଲାଙ୍ଗୀର ଡାକ୍ତରଖାନାରେ ପ୍ରାଣ ହାରିଛନ୍ତି। 

ସୂଚନା ଅନୁସାରେ ରାହୁଲ ଗୁରୁ ଓ ବିଶ୍ବନାଥ ସେଠ ଓରଫ ବୁଲୁ ଏକ ବାଇକ ଯୋଗେ ନିଜ ଗ୍ରାମ କହ୍ନେଇଟାଲକୁ ଯାଉଥିଲେ। ପାଟଣାଗଡ଼-ଗାଇସିଲାଟ ମୁଖ୍ୟରାସ୍ତାର କୁତୁର୍ଲା ଛକ ନିକଟରେ ଥିବା ବୁଲାଣି ଠାରେ ବାଇକ୍ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିବା ଜଣାପଡିଛି। ଫଳରେ ବାଇକ୍‌ରେ ଥିବା ରାହୁଲ ଓ ବିଶ୍ବନାଥ ଗୁରୁତର ହୋଇ ପଡିଥିଲେ।

ପାଟଣାଗଡ଼-ଗାଇସିଲାଟ ମୁଖ୍ୟରାସ୍ତାର କୁତୁର୍ଲା ଛକ ନିକଟରେ ଥିବା ବୁଲାଣି ଠାରେ ବାଇକ୍ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିବା ଜଣାପଡିଛି। ଫଳରେ ବାଇକ୍‌ରେ ଥିବା ରାହୁଲ ଓ ବିଶ୍ବନାଥ ଗୁରୁତର ହୋଇ ପଡିଥିଲେ।

ସୂଚନା ପାଇ ଲରମ୍ଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଘସିଏନ ସିଏଚସିକୁ ଆଣିଥିଲେ। ସେଠାରେ ରାହୁଲ ଗୁରୁକୁ ଡାକ୍ତର ମୃତ ଘୋଷଣା କରିଥିଲେ। ବିଶ୍ବନାଥ ଓରଫ ବୁଲୁ ଅତ୍ୟନ୍ତ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଡାକ୍ତରଖାନାରେ ବୁଲୁଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଲରମ୍ଭା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe