ଟ୍ରାଭେଲର ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଆରଏମ୍ ସି ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରାଭେଲର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସାମ୍ନା ପଟୁ ଆସୁଥିବା ସମ୍ବଲପୁର ଅଞ୍ଚଳର ଏକ ଟ୍ରାଭେଲର ଉକ୍ତ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ।

hhh

jjj

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଆରଏମ୍ ସି ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରାଭେଲର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଆଜି ସକାଳ ୧୧ଟା ସମୟରେ ସ୍ଥାନୀୟ ଆରଏମସି ନିକଟରେ ଘନାମହୁଲ ଗାଁର ଧନିରାମ ଜାଲ ନିଜ ବାଇକରେ କଣ୍ଟାବାଞ୍ଜି ଆସୁଥିଲେ। ତେବେ ସାମ୍ନା ପଟୁ ଆସୁଥିବା ସମ୍ବଲପୁର ଅଞ୍ଚଳର ଏକ ଟ୍ରାଭେଲର ଉକ୍ତ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳ ହିଁ ବାଇକ ଆରୋହି ଙ୍କ ମୃତ୍ୟ ହୋଇଥିବା ଜଣାପଡିଛି ।

ଆଜି ସକାଳ ୧୧ଟା ସମୟରେ ସ୍ଥାନୀୟ ଆରଏମସି ନିକଟରେ ଘନାମହୁଲ ଗାଁର ଧନିରାମ ଜାଲ ନିଜ ବାଇକରେ କଣ୍ଟାବାଞ୍ଜି ଆସୁଥିଲେ। ତେବେ ସାମ୍ନା ପଟୁ ଆସୁଥିବା ସମ୍ବଲପୁର ଅଞ୍ଚଳର ଏକ ଟ୍ରାଭେଲର ଉକ୍ତ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳ ହିଁ ବାଇକ ଆରୋହି ଙ୍କ ମୃତ୍ୟ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନାରେ ଧନିରାମଙ୍କୁ ନିଆଯାଇଛି। କିଭଳି ଭାବେ ଏତେ ବଡ଼ ଦୁର୍ଘଟଣା ହେଲା ତାର ତଦନ୍ତ ପୁଲିସ ଉପସ୍ଥିତ ରହି ତଦନ୍ତ କରୁଛି।

ଘଟଣାସ୍ଥଳରେ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନାରେ ଧନିରାମଙ୍କୁ ନିଆଯାଇଛି। କିଭଳି ଭାବେ ଏତେ ବଡ଼ ଦୁର୍ଘଟଣା ହେଲା ତାର ତଦନ୍ତ ପୁଲିସ ଉପସ୍ଥିତ ରହି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe