Advertisment

ସଡ଼କ ଦୁର୍ଘଟଣା: ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ

Advertisment

ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ୫୫ ଜାତୀୟ ରାଜପଥ କାଣ୍ଡସର ସ୍କୁଲ ସାହି ସମ୍ମୁଖରେ ଆଜି ଭୋର ୪.୧୫ମିନିଟ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଚାଳକଙ୍କ ବାମ କାନ୍ଧ ଉପରେ ଟ୍ରକ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତୁ ଘଟିଥିଲା।

ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ୫୫ ଜାତୀୟ ରାଜପଥ କାଣ୍ଡସର ସ୍କୁଲ ସାହି ସମ୍ମୁଖରେ ଆଜି ଭୋର ୪.୧୫ମିନିଟ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଚାଳକଙ୍କ ବାମ କାନ୍ଧ ଉପରେ ଟ୍ରକ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତୁ ଘଟିଥିଲା।

Dead

ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ୫୫ ଜାତୀୟ ରାଜପଥ କାଣ୍ଡସର ସ୍କୁଲ ସାହି ସମ୍ମୁଖରେ ଆଜି ଭୋର ୪.୧୫ମିନିଟ ସମୟରେ ଅନୁଗୁଳରୁ ବଅଁରପାଳ ଅଭିମୁଖେ କୋଇଲା ବୋଝଇ ଟ୍ରକ ଟ୍ରକ ଯାଉଥିବା ବେଳେ ସେହି ଦିଗରେ ସୁରକ୍ଷା କର୍ମୀ ମଧ୍ୟ ଯାଉଥିଲେ। ରାସ୍ତାରେ ଶୋଇଥିବା ଗୋରୁ ଟ୍ରକ ଯିବା ସମୟରେ ହଠାତ୍ ଉଠି ପଡ଼ିଥିଲେ। ଯାହା ଫଳରେ ବାଇକ୍ ଚାଳକ ଗାଡ଼ିରେ ଗାଈର ଶିଙ୍ଘ ବାଜି ଯାଇଥିଲା ଏହାପରେ ବାଇକ୍ ଚାଳକ ଭାରସାମ୍ୟ ହରାଇ ରାସ୍ତାରେ ପଡ଼ି ଯାଇଥିଲେ। ଯାହା ଫଳରେ ବାଇକ୍ ଚାଳକଙ୍କ ବାମ କାନ୍ଧ ଉପରେ ଟ୍ରକ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତୁ ଘଟିଥିଲା।

ନାଲକୋନଗର ଥାନା ଅନ୍ତର୍ଗତ ୫୫ ଜାତୀୟ ରାଜପଥ କାଣ୍ଡସର ସ୍କୁଲ ସାହି ସମ୍ମୁଖରେ ଆଜି ଭୋର ୪.୧୫ମିନିଟ ସମୟରେ ଅନୁଗୁଳରୁ ବଅଁରପାଳ ଅଭିମୁଖେ କୋଇଲା ବୋଝଇ ଟ୍ରକ ଟ୍ରକ ଯାଉଥିବା ବେଳେ ସେହି ଦିଗରେ ସୁରକ୍ଷା କର୍ମୀ ମଧ୍ୟ ଯାଉଥିଲେ। ରାସ୍ତାରେ ଶୋଇଥିବା ଗୋରୁ ଟ୍ରକ ଯିବା ସମୟରେ ହଠାତ୍ ଉଠି ପଡ଼ିଥିଲେ। ଯାହା ଫଳରେ ବାଇକ୍ ଚାଳକ ଗାଡ଼ିରେ ଗାଈର ଶିଙ୍ଘ ବାଜି ଯାଇଥିଲା ଏହାପରେ ବାଇକ୍ ଚାଳକ ଭାରସାମ୍ୟ ହରାଇ ରାସ୍ତାରେ ପଡ଼ି ଯାଇଥିଲେ। ଯାହା ଫଳରେ ବାଇକ୍ ଚାଳକଙ୍କ ବାମ କାନ୍ଧ ଉପରେ ଟ୍ରକ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତୁ ଘଟିଥିଲା।

ଘଟଣା ଘଟିବା ସଙ୍ଗେ ସଙ୍ଗେ କୋଇଲା ଟ୍ରକ ଚାଳକ ଗାଡ଼ିରୁ ଓହ୍ଲାଇ ତୁରନ୍ତ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ କରିଛି। ପୁଲିସ ମୃତ ଯୁବକଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି। ମୃତକ ବଅଁରପାଳ ବ୍ଲକ ଅନ୍ତର୍ଗତ କଙ୍କିନାଳୀ ଗ୍ରାମର ବୋଲି ଜଣାପଡିଛି। ସେ  ଏକ ସିକ୍ୟୁରିଟି ସଂସ୍ଥାରେ କାର୍ଯ୍ୟରତ ଥିବା ଅନୁମାନ କରାଯାଉଛି। ଯୁବକଙ୍କ ମୋବାଇଲ ଫୋନରୁ ପରିବାର ଲୋକଙ୍କୁ ଯୋଗାଯୋଗ କରି ସୂଚନା ଦିଆଯାଇଛି। ଦୁର୍ଘଟଣା ଘଟିବା ପରେ ନାଲକୋ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe