ଚଢିଗଲା ଟ୍ରକ୍: ବାଇକ୍ ଆରୋହୀ ମୃତ, ଦୁଇ ଆହତ

ନୂଆପଡ଼ା ଜିଲ୍ଲା କୋର୍ଟ ସମ୍ମୁଖ ୩୫୩ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ସିରତୋଲ ଗ୍ରାମର ହିତେଶ ମାଝୀ ବୋଲି ଜଣାପଡ଼ିଛି।

nj

ନୂଆପଡ଼ା:  ନୂଆପଡ଼ା ଜିଲ୍ଲା କୋର୍ଟ ସମ୍ମୁଖ ୩୫୩ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଦୁଇ ଗୁରୁତର ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଆଜି ଏକ  ସଡ଼କ ଦୁର୍ଘଟଣା ହୋଇଛି। ଟ୍ରକ୍ ଏବଂ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି। 

ନୂଆପଡ଼ା ଜିଲ୍ଲା କୋର୍ଟ ସମ୍ମୁଖ ୩୫୩ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଦୁଇ ଗୁରୁତର ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଆଜି ଏକ  ସଡ଼କ ଦୁର୍ଘଟଣା ହୋଇଛି। ଟ୍ରକ୍ ଏବଂ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି। ବାଇକ୍ ଆରୋହୀ ଟ୍ରକ୍ କୁ ଅତିକ୍ରମ କରୁଥିବା ବେଳେ ବାଇକ୍ ଚାଳକ ଭାରସାମ୍ୟ ହରାଇ ଚକା ତଳକୁ ପଡ଼ିଯାଇଥିଲ। ବାଇକ୍ ରେ ବସିଥିବା ଅନ୍ୟ ଦୁଇ ଯୁବକମାନେ ଅନ୍ୟତ୍ର ଛିଟିକି ପଡ଼ିବାରୁ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିଲା। ମୃତ ଯୁବକ ଜଣକ ସିରତୋଲ ଗ୍ରାମର ହିତେଶ ମାଝୀ ବୋଲି ଜଣାପଡ଼ିଛି।

ବାଇକ୍ ଆରୋହି ଟ୍ରକ୍ କୁ ଅତିକ୍ରମ କରୁଥିବା ବେଳେ ବାଇକ୍ ଚାଳକ ଭାରସାମ୍ୟ ହରାଇ ଚକା ତଳକୁ ପଡ଼ିଯାଇଥିଲ। ବାଇକ୍ ରେ ବସିଥିବା ଅନ୍ୟ ଦୁଇ ଯୁବକମାନେ ଅନ୍ୟତ୍ର ଛିଟିକି ପଡ଼ିବାରୁ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିଲା। ମୃତ ଯୁବକ ଜଣକ ସିରତୋଲ ଗ୍ରାମର ହିତେଶ ମାଝୀ ବୋଲି ଜଣାପଡ଼ିଛି।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe