ବିଷାକ୍ତ ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ

ନବରଙ୍ଗପୁର ଜିଲ୍ଲା ବ୍ଲକ ରାଜପୁର ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ଭିତରୁ ମୃତ ଭାଇଙ୍କ ବୟସ ମାତ୍ର ୯ ମାସ ହୋଇଥିବା ବେଳେ ଭଉଣୀଙ୍କ ବୟସ ୯ ବର୍ଷ ୮ ମାସ।

New Project (9)

ଉମରକୋଟ: ନବରଙ୍ଗପୁର ଜିଲ୍ଲା ବ୍ଲକ ରାଜପୁର ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ଭିତରୁ ମୃତ ଭାଇଙ୍କ ବୟସ ମାତ୍ର ୯ ମାସ ହୋଇଥିବା ବେଳେ ଭଉଣୀଙ୍କ ବୟସ ୯ ବର୍ଷ ୮ ମାସ।

ନବରଙ୍ଗପୁର ଜିଲ୍ଲା ବ୍ଲକ ରାଜପୁର ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ଭିତରୁ ମୃତ ଭାଇଙ୍କ ବୟସ ମାତ୍ର ୯ ମାସ ହୋଇଥିବା ବେଳେ ଭଉଣୀଙ୍କ ବୟସ ୯ ବର୍ଷ ୮ ମାସ। ଗତକାଲି ହିଁ ମାଆ ପରିବାର କଲ୍ୟାଣ ଯୋଜନାରେ ଅସ୍ତ୍ରୋପଚାର ହୋଇଥିଲେ।

ଗତକାଲି ହିଁ ମାଆ ପରିବାର କଲ୍ୟାଣ ଯୋଜନାରେ ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe