ସାପ କାମୁଡ଼ାରେ ଭାଇ ଭଉଣୀ ମୃତ

ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗୀର ସହର ମାଲଗୋଦାମ ପଡ଼ାରେ ଘଟିଯାଇଛି ଦୁଃଖଦ ଘଟଣା | ବିଷାକ୍ତ ସାପ କାମୁଡ଼ାରେ ଚାଲିଯାଇଛି ଭାଇ ଭଉଣୀଙ୍କ ଜୀବନ |ଅବଦୁଲ ରେହେମନଙ୍କ ସାତ ବର୍ଷର ପୁଅ ଦୁଃଖୀଶ୍ୟାମ ନାଗ ଏବଂ ଚାରି ବର୍ଷର ଝିଅ ମେହେକ ନାଗଙ୍କୁ ବିଷାକ୍ତ ସାପ କାମୁଡ଼ିଦେଇଥିଲା |

ଅଦ୍ୟତନ ହୋଇଛି
Dead

ବଲାଙ୍ଗୀର: ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗୀର ସହର ମାଲଗୋଦାମ ପଡ଼ାରେ ଘଟିଯାଇଛି ଦୁଃଖଦ ଘଟଣା | ବିଷାକ୍ତ ସାପ କାମୁଡ଼ାରେ ଚାଲିଯାଇଛି ଭାଇ ଭଉଣୀଙ୍କ ଜୀବନ |

ରାତିରେ ଶୋଇଥିବା ସମୟରେ ଅବଦୁଲ ରେହେମନଙ୍କ ସାତ ବର୍ଷର ପୁଅ ଦୁଃଖୀଶ୍ୟାମ ନାଗ ଏବଂ ଚାରି ବର୍ଷର ଝିଅ ମେହେକ ନାଗଙ୍କୁ ବିଷାକ୍ତ ସାପ କାମୁଡ଼ିଦେଇଥିଲା |  ପରିବାର ଲୋକେ ସାପକୁ ଦେଖିଥିଲେ | କିନ୍ତୁ ଦୁଇ ଭାଇ ଭଉଣୀ ସାପ କାମୁଡ଼ିନାହିଁ ବୋଲି କହିଥିଲେ ପରିବାର ଲୋକଙ୍କୁ | କିନ୍ତୁ କିଛି ସମୟ ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ହସ୍ପିଟାଲ ଆଣିଥିଲେ |

ରାତିରେ ଶୋଇଥିବା ସମୟରେ ଅବଦୁଲ ରେହେମନଙ୍କ ସାତ ବର୍ଷର ପୁଅ ଦୁଃଖୀଶ୍ୟାମ ନାଗ ଏବଂ ଚାରି ବର୍ଷର ଝିଅ ମେହେକ ନାଗଙ୍କୁ ବିଷାକ୍ତ ସାପ କାମୁଡ଼ିଦେଇଥିଲା |  ପରିବାର ଲୋକେ ସାପକୁ ଦେଖିଥିଲେ | କିନ୍ତୁ ଦୁଇ ଭାଇ ଭଉଣୀ ସାପ କାମୁଡ଼ିନାହିଁ ବୋଲି କହିଥିଲେ ପରିବାର ଲୋକଙ୍କୁ | କିନ୍ତୁ କିଛି ସମୟ ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ହସ୍ପିଟାଲ ଆଣିଥିଲେ | ଦୁଇ ଗୁରୁତର ଭାଇ ଭଉଣୀଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ହସ୍ପିଟାଲକୁ ନେଇଥିଲେ | ହସପିଟାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ |

ଦୁଇ ଗୁରୁତର ଭାଇ ଭଉଣୀଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ହସ୍ପିଟାଲକୁ ନେଇଥିଲେ | ହସପିଟାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ | ଦୁଇ ଭାଇଭଉଣୀଙ୍କ ମୃତ୍ୟୁକୁ ନେଇ ଅବଦୁଲ ରେହମନ୍ ପରିବାରରେ ଚଡକ ପଡିଛି |

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe