ଅରଡ଼ ବଜାରରୁ ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, କୁଖ୍ୟାତ ଅପରାଧୀ ଶେଖ କୁର୍ବାନକୁ ବାନ୍ଧିଲା ପୁଲିସ

Advertisment

ସହଦେବଖୁଣ୍ଟା ଆଦର୍ଶ ଥାନା ଅଧୀନ  ଅଡ଼ରବଜାର ମସଜିଦଗଳିରୁ ଶେଖ କୁର୍ବାନ ନାମକ ଯୁବକକୁ ଗିରଫ କରିବା ସହ ତା' ନିକଟରୁ ୧୭୦ ଗ୍ରାମ ବ୍ରାଉନସୁଗାର ଏବଂ ନଗଦ ୩୦ହଜାର ୬୦୦ ଟଙ୍କା ଜବତ କରାଯାଇଛି। କୁର୍ବାନ ନାଁରେ ପୂର୍ବରୁ ୧୨ଟି ଅପରାଧିକ ମାମଲା ରହିଛି ବୋଲି ଏସପି ସୂଚନା ଦେଇଛନ୍ତି। 

ସହଦେବଖୁଣ୍ଟା ଆଦର୍ଶ ଥାନା ଅଧୀନ  ଅଡ଼ରବଜାର ମସଜିଦଗଳିରୁ ଶେଖ କୁର୍ବାନ ନାମକ ଯୁବକକୁ ଗିରଫ କରିବା ସହ ତା' ନିକଟରୁ ୧୭୦ ଗ୍ରାମ ବ୍ରାଉନସୁଗାର ଏବଂ ନଗଦ ୩୦ହଜାର ୬୦୦ ଟଙ୍କା ଜବତ କରାଯାଇଛି। କୁର୍ବାନ ନାଁରେ ପୂର୍ବରୁ ୧୨ଟି ଅପରାଧିକ ମାମଲା ରହିଛି ବୋଲି ଏସପି ସୂଚନା ଦେଇଛନ୍ତି। 

ଭଗ

ବାଲେଶ୍ୱର: ସହଦେବଖୁଣ୍ଟା ଆଦର୍ଶ ଥାନା ଅଧୀନ ଅରଡ଼ ବଜାର ମସଜିଦଗଳିରୁ ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। 

ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ସୂଚନା ଦେଇ କହିଥିଲେ, ଗତକାଲି(ଶୁକ୍ରବାର) ଅପରାହ୍ନରେ ସହଦେବଖୁଣ୍ଟା ଥାନା ପୁଲିସ ଖବର ପାଇ ଅଡ଼ରବଜାର ମସଜିଦଗଳିରୁ ଶେଖ କୁର୍ବାନ ନାମକ ଯୁବକକୁ ଗିରଫ କରିବା ସହ ତା' ନିକଟରୁ ୧୭୦ ଗ୍ରାମ ବ୍ରାଉନସୁଗାର ଏବଂ ନଗଦ ୩୦ହଜାର ୬୦୦ ଟଙ୍କା ଜବତ କରାଯାଇଥିଲା। କୁର୍ବାନ ନାଁରେ ପୂର୍ବରୁ ୧୨ଟି ଅପରାଧିକ ମାମଲା ବିଭିନ୍ନ ଥାନାରେ ରହିଛି ବୋଲି ଏସପି ଶ୍ରୀ ପ୍ରସାଦ ସୂଚନା ଦେଇଛନ୍ତି।  ଏନେଇ ସହଦେବଖୁଣ୍ଟା ଥାନାରେ ୧୩୪/୨୫ରେ ମାମଲା ରୁଜୁ କରାଯାଇଛି।

ଆଜି ପୂର୍ବାହ୍ନରେ ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ସୂଚନା ଦେଇ କହିଥିଲେ, ଗତକାଲି(ଶୁକ୍ରବାର) ଅପରାହ୍ନରେ ସହଦେବଖୁଣ୍ଟା ଥାନା ପୁଲିସ ଖବର ପାଇ ଅଡ଼ରବଜାର ମସଜିଦଗଳିରୁ ଶେଖ କୁର୍ବାନ ନାମକ ଯୁବକକୁ ଗିରଫ କରିବା ସହ ତା' ନିକଟରୁ ୧୭୦ ଗ୍ରାମ ବ୍ରାଉନସୁଗାର ଏବଂ ନଗଦ ୩୦ହଜାର ୬୦୦ ଟଙ୍କା ଜବତ କରାଯାଇଥିଲା। କୁର୍ବାନ ନାଁରେ ପୂର୍ବରୁ ୧୨ଟି ଅପରାଧିକ ମାମଲା ବିଭିନ୍ନ ଥାନାରେ ରହିଛି ବୋଲି ଏସପି ଶ୍ରୀ ପ୍ରସାଦ ସୂଚନା ଦେଇଛନ୍ତି। 

ଏନେଇ ସହଦେବଖୁଣ୍ଟା ଥାନାରେ ୧୩୪/୨୫ରେ ମାମଲା ରୁଜୁ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସହଦେବଖୁଣ୍ଟା ଆଦର୍ଶ ଥାନା ଆଇଆଇସି ଅଜୟ ମୁର୍ମୁ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe