ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ

ଲହୁଣିପଡ଼ାର ରାଜ୍ୟ ରାଜପଥ୧୦ ଏ ମୁଚୁରନାଳୀ ଗ୍ରାମ ନିକଟରେ ବସ୍ ଦୁର୍ଘଟଣା ଘଟିଛି। ରାଉରକେଲାରୁ ପୁରୀ ଯାଉଥିବା ଜଗନ୍ନାଥ ଏକ୍ସପ୍ରେସ (ଓଏସଆରଟିସି ) ରାସ୍ତା ପାର୍ଶ୍ଵ ବିଦ୍ୟୁତ ଖୁଣ୍ଟିରେ ପିଟି ଖାତାକୁ ଖସି ପଡ଼ିଥିଲା l ବସରେ ଯାତ୍ରା କରୁଥିବା ୫୦ ଯାତ୍ରୀଙ୍କ ଭିତରୁ ୨୦ଜଣ ଆହତ ହୋଇଛନ୍ତି l

ଭଗ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ାର ରାଜ୍ୟ ରାଜପଥ୧୦ ଏ ମୁଚୁରନାଳୀ ଗ୍ରାମ ନିକଟରେ ବସ୍ ଦୁର୍ଘଟଣା ଘଟିଛି। ରାଉରକେଲାରୁ ପୁରୀ ଯାଉଥିବା ଜଗନ୍ନାଥ ଏକ୍ସପ୍ରେସ (ଓଏସଆରଟିସି ) ରାସ୍ତା ପାର୍ଶ୍ଵ ବିଦ୍ୟୁତ ଖୁଣ୍ଟିରେ ପିଟି ଖାତାକୁ ଖସି ପଡ଼ିଥିଲା l ବସରେ ଯାତ୍ରା କରୁଥିବା ୫୦ ଯାତ୍ରୀଙ୍କ ଭିତରୁ ୨୦ଜଣ ଆହତ ହୋଇଛନ୍ତି l ଜଣେ ମହିଳା ଗୁରୁତର ହୋଇଛନ୍ତି l ଗତକାଲି ରାତି ସାଢ଼େ ୧୨ଟାରେ ଏହି ଦୁର୍ଘଟଣା ଘଟିଥିଲା l

ରାଉରକେଲାରୁ ପୁରୀ ଯାଉଥିବା ଜଗନ୍ନାଥ ଏକ୍ସପ୍ରେସ (ଓଏସଆରଟିସି ) ରାସ୍ତା ପାର୍ଶ୍ଵ ବିଦ୍ୟୁତ ଖୁଣ୍ଟିରେ ପିଟି ଖାତାକୁ ଖସି ପଡ଼ିଥିଲା l ବସରେ ଯାତ୍ରା କରୁଥିବା ୫୦ ଯାତ୍ରୀଙ୍କ ଭିତରୁ ୨୦ଜଣ ଆହତ ହୋଇଛନ୍ତି l ଜଣେ ମହିଳା ଗୁରୁତର ହୋଇଛନ୍ତି l ଗତକାଲି ରାତି ସାଢ଼େ ୧୨ଟାରେ ଏହି ଦୁର୍ଘଟଣା ଘଟିଥିଲା l ଆହତମାନଙ୍କୁ ବଣାଇ ଚିକିତ୍ସାଳୟରେ ଭର୍ତ୍ତିକରିବା ପରେ ଗୁରୁତରମାନଙ୍କୁ ରାଉରକେଲାକୁ ପଠାଯାଇଥିଲା ।  ଯେଉଁ ସ୍ଥାନରେ ଗାଡ଼ିଟି ଓଲଟିଲା ଏକ ୩୩ କେଭି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା l  ଖୁଣ୍ଟ ପଡ଼ିଯିବା ପରେ  ବିଦ୍ୟୁତ ସଂଯୋଗ କଟି ଯାଇଥିଲା । ଜଣେ ମହିଳା ବିଦ୍ୟୁତ ଆଘାତ ପାଇଥିଲେ। ତାଙ୍କର ଜଂଘ ଓ ବେକ ପୋଡ଼ିଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଯାତ୍ରୀଙ୍କୁ ଅଲଗା ବସରେ ପଠାଇ ତଦନ୍ତ ଚଳାଇଛି।

 ଆହତମାନଙ୍କୁ ବଣାଇ ଚିକିତ୍ସାଳୟରେ ଭର୍ତ୍ତିକରିବା ପରେ ଗୁରୁତରମାନଙ୍କୁ ରାଉରକେଲାକୁ ପଠାଯାଇଥିଲା ।  ଯେଉଁ ସ୍ଥାନରେ ଗାଡ଼ିଟି ଓଲଟିଲା ଏକ ୩୩ କେଭି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା l  ଖୁଣ୍ଟ ପଡ଼ିଯିବା ପରେ  ବିଦ୍ୟୁତ ସଂଯୋଗ କଟି ଯାଇଥିଲା । ଜଣେ ମହିଳା ବିଦ୍ୟୁତ ଆଘାତ ପାଇଥିଲେ। ତାଙ୍କର ଜଂଘ ଓ ବେକ ପୋଡ଼ିଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଯାତ୍ରୀଙ୍କୁ ଅଲଗା ବସରେ ପଠାଇ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe