ଦିଲ୍ଲୀ ପବ୍ଲିକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ, ବର୍ତ୍ତିଲେ ୩୦ ଛାତ୍ରଛାତ୍ରୀ

ସେକ୍ଟର ୧୪ ଦିଲ୍ଲୀ ପବ୍ଲିକ ସ୍କୁଲ ବସ କୋଏଲନଗର ଅଞ୍ଚଳରୁ ୩୦ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲକୁ ଆସୁଥିଲା l ରାଉରକେଲା ହାଉସ ରିଂରୋଡରେ ପଛରୁ ଦ୍ରୁତ ଗତିରେ ଆସୁଥିବା କାର ପଛରୁ ବସ୍ ଧକ୍କା ଦେଇଥିଲା l ବର୍ତ୍ତିଲେ ୩୦ ଛାତ୍ରଛାତ୍ରୀl

z

ରାଉରକେଲା: ଦିଲ୍ଲୀ ପବ୍ଲିକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତl ବର୍ତ୍ତିଲେ ୩୦ ଛାତ୍ରଛାତ୍ରୀ l ସେକ୍ଟର ୩ ଥାନା ପୁଲିସ ବସ ଓ କାରକୁ ଜବତ କରି ଘଟଣାର ତଦନ୍ତ ଚଳାଇଛିl

 ମିଳିଥିବା ସୂଚନା ଅନୁଯାୟୀ ସେକ୍ଟର ୧୪ ଦିଲ୍ଲୀ ପବ୍ଲିକ ସ୍କୁଲ ବସ କୋଏଲନଗର ଅଞ୍ଚଳରୁ ୩୦ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲକୁ ଆସୁଥିଲା l ରାଉରକେଲା ହାଉସ ରିଂରୋଡରେ ପଛରୁ ଦ୍ରୁତ ଗତିରେ ଆସୁଥିବା କାର ପଛରୁ ବସ୍ ଧକ୍କା ଦେଇଥିଲା l ବସଟି ଭରସାମ୍ୟ ହରାଇ ଡିଭାଇଡର ଉପରୁ ଚଢ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା l ଦୁର୍ଘଟଣାରେ କେହି ଛାତ୍ରଛାତ୍ରୀ ହତାହତ ହୋଇ ନ ଥିବା ଜଣା ପଡ଼ିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe