ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ବସ୍ ମାଲିକଙ୍କ ଜୀବନ

Advertisment

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରର ବସ ମାଲିକ ତଥା ଯୁବ ଆଇନଜୀବୀ ସୌମେନ୍ଦ୍ର ମହାନ୍ତି (ବୁଲୁ)ଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। 

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରର ବସ ମାଲିକ ତଥା ଯୁବ ଆଇନଜୀବୀ ସୌମେନ୍ଦ୍ର ମହାନ୍ତି (ବୁଲୁ)ଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। 

ACCIDENT

ACCIDENT Photograph: (sambad.in)

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରର ବସ ମାଲିକ ତଥା ଯୁବ ଆଇନଜୀବୀ ସୌମେନ୍ଦ୍ର ମହାନ୍ତି (ବୁଲୁ)ଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ସୌମେନ୍ଦ୍ର ମହାନ୍ତି ଆନନ୍ଦପୁର ପଟୁ କରଞ୍ଜିଆ ପଟକୁ ନିଜ କାର ଯୋଗେ ଆସୁଥିବା ବେଳେ କାଦଡିହା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। 

କରଞ୍ଜିଆ ସହରର ବସ ମାଲିକ ତଥା ଯୁବ ଆଇନଜୀବୀ ସୌମେନ୍ଦ୍ର ମହାନ୍ତି (ବୁଲୁ)ଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ସୌମେନ୍ଦ୍ର ମହାନ୍ତି ଆନନ୍ଦପୁର ପଟୁ କରଞ୍ଜିଆ ପଟକୁ ନିଜ କାର ଯୋଗେ ଆସୁଥିବା ବେଳେ କାଦଡିହା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ପରେ କାର୍‌ରୁ ତାଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

vh

ପରେ କାର୍‌ରୁ ତାଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। 

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe