ଛିନ୍ତାଇ କରି ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୨ ଗିରଫ, ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ସହ ୪୬ ଗ୍ରାମ ସୁନା ଓ ୨୦୯ ଗ୍ରାମ ରୁପା ଜବତ

Advertisment

ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଥାନା ଅନ୍ତର୍ଗତ ଜୁଣିଆ ବଜାରରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ି ଚାଳକ ଫେରାର ହୋଇଥିବାବେଳେ ଅନ୍ୟ ୨ ଜଣ ଗିରଫ ହୋଇଛନ୍ତି। ଗାଡ଼ିରୁ ନଗଦ ୨ ଲକ୍ଷ ୪୦ ହଜାର ସହ ୪୬ ଗ୍ରାମ ସୁନା ଓ ୨୦୯ ଗ୍ରାମ ରୁପା ଜବତ ହୋଇଛି।

ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଥାନା ଅନ୍ତର୍ଗତ ଜୁଣିଆ ବଜାରରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ି ଚାଳକ ଫେରାର ହୋଇଥିବାବେଳେ ଅନ୍ୟ ୨ ଜଣ ଗିରଫ ହୋଇଛନ୍ତି। ଗାଡ଼ିରୁ ନଗଦ ୨ ଲକ୍ଷ ୪୦ ହଜାର ସହ ୪୬ ଗ୍ରାମ ସୁନା ଓ ୨୦୯ ଗ୍ରାମ ରୁପା ଜବତ ହୋଇଛି।

zx

ଖନ୍ତାପଡ଼ା: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଥାନା ଅନ୍ତର୍ଗତ ଜୁଣିଆ ବଜାରରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ି ଚାଳକ ଫେରାର ହୋଇଥିବାବେଳେ ଅନ୍ୟ ୨ ଜଣ ଗିରଫ ହୋଇଛନ୍ତି।

ଡି ଏଲ୩ସି ବିକ୍ୟୁ ୧୯୬୯ ଗାଡ଼ିକୁ  ସନ୍ଦେହଜନକ ଭାବେ କେତେକ ଯୁବକ ଗୋଡ଼ାଇଥିଲେ। ଏହାଫଳରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଥିବାବେଳେ ଅନ୍ୟ ୨ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ କରିଥିଲା।ଗାଡ଼ିରୁ ନଗଦ ୨ ଲକ୍ଷ ୪୦,୦୦୦ ଟଙ୍କା ସହ  ୪୬ ଗ୍ରାମ ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଥିବା ନେଇ ଗୋପାଳପୁର ଥାନାଧିକାରୀ ଅଶୋକ କୁମାର ବାରିକ ସୂଚନା ଦେଇଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।  ଆହତଙ୍କ ପରିଚୟ ମିଳିନଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।

ପ୍ରକାଶ ଥାଉକି ଡି ଏଲ୩ସି ବିକ୍ୟୁ ୧୯୬୯ ଗାଡ଼ିକୁ  ସନ୍ଦେହଜନକ ଭାବେ କେତେକ ଯୁବକ ଗୋଡ଼ାଇଥିଲେ। ଏହାଫଳରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଥିବାବେଳେ ଅନ୍ୟ ୨ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ କରିଥିଲା।ଗାଡ଼ିରୁ ନଗଦ ୨ ଲକ୍ଷ ୪୦,୦୦୦ ଟଙ୍କା ସହ  ୪୬ ଗ୍ରାମ ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଥିବା ନେଇ ଗୋପାଳପୁର ଥାନାଧିକାରୀ ଅଶୋକ କୁମାର ବାରିକ ସୂଚନା ଦେଇଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।  ଆହତଙ୍କ ପରିଚୟ ମିଳିନଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe