ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝାରସୁଗୁଡ଼ା ଗସ୍ତ ପାଇଁ କାରକେଡ୍ ରିହର୍ସଲ

ଆସନ୍ତାକାଲି ଝାରସୁଗୁଡ଼ା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ତାଙ୍କର କାରକେଡ୍ ରିହର୍ସଲ କରାଯାଇଛି। ବିମାନ ବନ୍ଦରରୁ ଉକ୍ତ କାରକେ୍ ବାହାରି ୨. ୫ କିମି ଦୂରରେ ଥିବା ଅମଲିପାଲିସ୍ଥିତ ପଡ଼ିଆରେ ପହଞ୍ଚିଥିଲା।

New Project

ଝାରସୁଗୁଡ଼ା: ଆସନ୍ତାକାଲି ଝାରସୁଗୁଡ଼ା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିମାନବନ୍ଦରରେ ଅବତରଣ ପରେ ପ୍ରଧାନମନ୍ତ୍ରୀ ଅମଲିପାଲିସ୍ଥିତ ପଡ଼ିଆରେ ପହଞ୍ଚି ସେଠାରେ ଆୟୋଜିତ ସେବା ପର୍ବ ଓ ଯୁବ ସମାବେଶକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ତାଙ୍କର କାରକେଡ୍ ରିହର୍ସଲ କରାଯାଇଛି। ବିମାନ ବନ୍ଦରରୁ ଉକ୍ତ କାରକେ୍ ବାହାରି ୨. ୫ କିମି ଦୂରରେ ଥିବା ଅମଲିପାଲିସ୍ଥିତ ପଡ଼ିଆରେ ପହଞ୍ଚିଥିଲା। ବରିଷ୍ଠ ପୁଲିସ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଥିବା ସ୍ୱତନ୍ତ୍ର ଗାଡ଼ିକୁ କର୍ଡନ କରି ସଭାସ୍ଥଳରେ ପହଞ୍ଚିଥିଲେ।

ବିମାନବନ୍ଦରରେ ଅବତରଣ ପରେ ପ୍ରଧାନମନ୍ତ୍ରୀ ଅମଲିପାଲିସ୍ଥିତ ପଡ଼ିଆରେ ପହଞ୍ଚି ସେଠାରେ ଆୟୋଜିତ ସେବା ପର୍ବ ଓ ଯୁବ ସମାବେଶକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ତାଙ୍କର କାରକେଡ୍ ରିହର୍ସଲ କରାଯାଇଛି। ବିମାନ ବନ୍ଦରରୁ ଉକ୍ତ କାରକେ୍ ବାହାରି ୨. ୫ କିମି ଦୂରରେ ଥିବା ଅମଲିପାଲିସ୍ଥିତ ପଡ଼ିଆରେ ପହଞ୍ଚିଥିଲା। ବରିଷ୍ଠ ପୁଲିସ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଥିବା ସ୍ୱତନ୍ତ୍ର ଗାଡ଼ିକୁ କର୍ଡନ କରି ସଭାସ୍ଥଳରେ ପହଞ୍ଚିଥିଲେ।

ପ୍ରଥମ ରିହର୍ସଲରେ ଦେଖାଦେଇଥିବା ସମସ୍ୟା ସୁଧାରିବାକୁ ଦ୍ଵିତୀୟ ଥର କାରକେଡ୍ ରିହର୍ସଲ କରାଯିବ। ଯେଉଁଥିରେ ପୁଣି ଗାଡ଼ିଗୁଡ଼ିକ ଅମଲିପାଲିସ୍ଥିତ ପଡ଼ିଆରୁ ବାହାରି ବିମାନବନ୍ଦରକୁ ଯାଇ ଓ ସେଠାରୁ ପଡ଼ିଆକୁ ଫେରିବ। ଏହି କାରକେଡରେ ମୁଖ୍ୟମନ୍ତ୍ରୀ, ପୁଲିସ ମହାନିର୍ଦେଶକଙ୍କ ଗାଡ଼ିରୁ ନେଇ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଗାଡ଼ି ରହିଛି। ସୁରକ୍ଷା ପାଇଁ ରୋଡଡ୍ କ୍ଲିୟର, ପାଟ୍ରୋଲିଙ୍ଗ, ଟେଲ କାର, ଏସ୍କର୍ଟ, ବ୍ରେକଡାଉନ, ଅଗ୍ନିଶମ ଗାଡ଼ି ଓ ଆମ୍ବୁଲାନ୍ସ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe