ବୃଦ୍ଧ ମାଲିକର ରୁକ୍ଷ ବ୍ୟବହାରରେ କ୍ଷୁବ୍ଧ ହୋଇ ହତ୍ୟା କଲା ସେବକ

Advertisment

ମାଲିକ ହତ୍ୟାକାରୀ କେୟାର ଟେକର। ମାଲିକର ଅତ୍ୟଧିକ ଆକଟକୁ ସହ୍ୟ କରି ନପାରି ତଣ୍ଟି ଚିପି ହତ୍ୟା କରିଛି ଅଭିଯୁକ୍ତ କେୟାରଟେକର ୨୧ ବର୍ଷୀୟ ଦୀପକ ବିଶ୍ଵାଳ। ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ରାମେଶ୍ଵରପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତ।

ମାଲିକ ହତ୍ୟାକାରୀ କେୟାର ଟେକର। ମାଲିକର ଅତ୍ୟଧିକ ଆକଟକୁ ସହ୍ୟ କରି ନପାରି ତଣ୍ଟି ଚିପି ହତ୍ୟା କରିଛି ଅଭିଯୁକ୍ତ କେୟାରଟେକର ୨୧ ବର୍ଷୀୟ ଦୀପକ ବିଶ୍ଵାଳ। ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ରାମେଶ୍ଵରପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତ।

bnj

ଢେଙ୍କାନାଳ: ମାଲିକ ହତ୍ୟାକାରୀ କେୟାର ଟେକର। ମାଲିକର ଅତ୍ୟଧିକ ଆକଟକୁ ସହ୍ୟ କରି ନପାରି ତଣ୍ଟି ଚିପି ହତ୍ୟା କରିଛି ଅଭିଯୁକ୍ତ କେୟାରଟେକର ୨୧ ବର୍ଷୀୟ ଦୀପକ ବିଶ୍ଵାଳ। ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ରାମେଶ୍ଵରପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତ।

ଘରେ କେହି ନଥିବାର ସୁଯୋଗ ପାଇ ଘର ମାଲିକ ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତଙ୍କୁ ବେକକୁ କପଡାରେ ଚାପି ହତ୍ୟା କରିଥିଲା ଅଭିଯୁକ୍ତ ଦୀପକ। ପରେ ସେ ଖଟରୁ ଖସି ପଡିଥିବା କହିଥିଲା। ପୁଲିସ କେୟାରଟେକରକୁ ଅଟକ ରଖି ପଚରାଉଚରା ପରେ ସବୁ ସତ ମାନିଥିଲା କେୟାର ଟେକର ଦୀପକ। ବୃଦ୍ଧ ଘର ମାଲିକ ଜଣଙ୍କ ଶଯ୍ୟାଶାୟୀ ହୋଇଥିବା ବେଳେ ସବୁବେଳେ କେୟାର ଟେକର ଉପରେ ବିଭିନ୍ନ କାରଣକୁ ନେଇ ଚିଡଚିଡା ହେଉଥିଲେ। ଯେଉଁଥିରେ ବିରକ୍ତ ହୋଇ କେୟାର ଟେକର ତାଙ୍କୁ ସୁଯୋଗ ପାଇ ହତ୍ୟା କରି ଦେଇଥିବା ମାନିଛି ବୋଲି କହିଛନ୍ତି ଢେଙ୍କାନାଳ ଏସପି ଅଭିନବ ସୋନକର୍।

ଗତ ୨୮ ତାରିଖ ରାତି ୮ଟା ବେଳେ ଘରେ କେହି ନଥିବାର ସୁଯୋଗ ପାଇ ଘର ମାଲିକ ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତଙ୍କୁ ବେକକୁ କପଡାରେ ଚାପି ହତ୍ୟା କରିଥିଲା ଅଭିଯୁକ୍ତ ଦୀପକ। ପରେ ସେ ଖଟରୁ ଖସି ପଡିଥିବା କହିଥିଲା। ପୁଲିସ କେୟାରଟେକରକୁ ଅଟକ ରଖି ପଚରାଉଚରା ପରେ ସବୁ ସତ ମାନିଥିଲା କେୟାର ଟେକର ଦୀପକ। ବୃଦ୍ଧ ଘର ମାଲିକ ଜଣଙ୍କ ଶଯ୍ୟାଶାୟୀ ହୋଇଥିବା ବେଳେ ସବୁବେଳେ କେୟାର ଟେକର ଉପରେ ବିଭିନ୍ନ କାରଣକୁ ନେଇ ଚିଡଚିଡା ହେଉଥିଲେ। ଯେଉଁଥିରେ ବିରକ୍ତ ହୋଇ କେୟାର ଟେକର ତାଙ୍କୁ ସୁଯୋଗ ପାଇ ହତ୍ୟା କରି ଦେଇଥିବା ମାନିଛି ବୋଲି କହିଛନ୍ତି ଢେଙ୍କାନାଳ ଏସପି ଅଭିନବ ସୋନକର୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe