ଆସନ୍ତାକାଲିଠାରୁ ମାଲକାନଗିରିରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା

Advertisment

ଆସନ୍ତାକାଲିଠାରୁ ମାଲକାନଗିରିରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା। ୧୨ ବିଶେଷଜ୍ଞ ଡାକ୍ତର ଏହି ବିମାନରେ ଯାଇ ମାଲକାନଗିରିରେ ପହଞ୍ଚିବେ। ସେଠାରେ ୪ ଦିନ ଧରି ରୋଗୀ ସେବା ଯୋଗାଇବେ। 

ଆସନ୍ତାକାଲିଠାରୁ ମାଲକାନଗିରିରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା। ୧୨ ବିଶେଷଜ୍ଞ ଡାକ୍ତର ଏହି ବିମାନରେ ଯାଇ ମାଲକାନଗିରିରେ ପହଞ୍ଚିବେ। ସେଠାରେ ୪ ଦିନ ଧରି ରୋଗୀ ସେବା ଯୋଗାଇବେ। 

New Project (13)

ମାଲକାନଗିରି: ଆସନ୍ତାକାଲିଠାରୁ ମାଲକାନଗିରିରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା। ୧୨ ବିଶେଷଜ୍ଞ ଡାକ୍ତର ଏହି ବିମାନରେ ଯାଇ ମାଲକାନଗିରିରେ ପହଞ୍ଚିବେ। କଟକର ଏସସିବି ଓ ରାଜଧାନୀର କ୍ଯାପିଟାଲ ହସ୍ପିଟାଲର ୧୨ଜଣିଆ ବିଶେଷଜ୍ଞ ଦଳ ସେଠାରେ ୪ ଦିନ ଧରି ରୋଗୀ ସେବା ଯୋଗାଇବେ।

ଆସନ୍ତାକାଲିଠାରୁ ମାଲକାନଗିରିରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା। ୧୨ ବିଶେଷଜ୍ଞ ଡାକ୍ତର ଏହି ବିମାନରେ ଯାଇ ମାଲକାନଗିରିରେ ପହଞ୍ଚିବେ। କଟକର ଏସସିବି ଓ ରାଜଧାନୀର କ୍ଯାପିଟାଲ ହସ୍ପିଟାଲର ୧୨ଜଣିଆ ବିଶେଷଜ୍ଞ ଦଳ ସେଠାରେ ୪ ଦିନ ଧରି ରୋଗୀ ସେବା ଯୋଗାଇବେ। ୧୨ ବିଶେଷଜ୍ଞ ଡାକ୍ତର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ଯାଧୁନିକ ଚିକିତ୍ସା ଯୋଗାଇବେ। ଏନେଇ ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି।

୧୨ ବିଶେଷଜ୍ଞ ଡାକ୍ତର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଚିକିତ୍ସା ଯୋଗାଇବେ। ଏନେଇ ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe