କୋଟିଆରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍‌ ସେବା

ପରିବହନ  ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ପରିବହନ ବିଭାଗ ପକ୍ଷରୁ କୋଟିଆରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା। କୋଟିଆର ସମନ୍ବିତ ବିକାଶ ସରକାରଙ୍କ ଲକ୍ଷ୍ୟ।

New Project (7)

ଭୁବନେଶ୍ବର: କୋଟିଆ ଓଡ଼ିଶାର ଅବିଛେଦ୍ୟ ଅଙ୍ଗ। ଯିଏ ଯେତେ ଦାବି କଲେ ବି କୋଟିଆ ଓଡ଼ିଶାର ରହିଛି ରହିବ। ନିର୍ବାଚନ ସମୟରେ କୋଟିଆ ଉପରେ ଆନ୍ଧ୍ରର ଆଖି ରହୁଛି। ତାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି। କୋଟିଆର ସମନ୍ବିତ ବିକାଶ ସରକାରଙ୍କ ଲକ୍ଷ୍ୟ। ଆଜି ଏଭଳି କହିଛନ୍ତି ପରିବହନ  ମନ୍ତ୍ରୀ ବିଭୂତି ଜେନା।

ଯିଏ ଯେତେ ଦାବି କଲେ ବି କୋଟିଆ ଓଡ଼ିଶାର ରହିଛି ରହିବ। ନିର୍ବାଚନ ସମୟରେ କୋଟିଆ ଉପରେ ଆନ୍ଧ୍ରର ଆଖି ରହୁଛି। ତାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି। କୋଟିଆର ସମନ୍ବିତ ବିକାଶ ସରକାରଙ୍କ ଲକ୍ଷ୍ୟ। ଆଜି ଏଭଳି କହିଛନ୍ତି ପରିବହନ  ମନ୍ତ୍ରୀ ବିଭୂତି ଜେନା। ସେ ଆହୁରି କହିଛନ୍ତି, ପରିବହନ ବିଭାଗ ପକ୍ଷରୁ କୋଟିଆରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା। ଖଣି ଖାଦାନରେ ଭରପୁର କୋଟିଆ। ସେଠାକାର ଏକ ପାହାଡ଼କୁ ସୁନା ପାହାଡ଼ ବୋଲି କୁହାଯାଏ। ତାକୁ ଚିହ୍ନଟ କରାଯାଇ ତାର ସଦୁପଯୋଗ କରିବା ପାଇଁ ଖଣି ବିଭାଗ ବି ପଦକ୍ଷେପ ନେଉଛି। 

ସେ ଆହୁରି କହିଛନ୍ତି, ପରିବହନ ବିଭାଗ ପକ୍ଷରୁ କୋଟିଆରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା। ଖଣି ଖାଦାନରେ ଭରପୁର କୋଟିଆ। ସେଠାକାର ଏକ ପାହାଡ଼କୁ ସୁନା ପାହାଡ଼ ବୋଲି କୁହାଯାଏ। ତାକୁ ଚିହ୍ନଟ କରାଯାଇ ତାର ସଦୁପଯୋଗ କରିବା ପାଇଁ ଖଣି ବିଭାଗ ବି ପଦକ୍ଷେପ ନେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe