ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ସହାନୁଭୂତି ପ୍ରଦର୍ଶନ କରିବା ସହ ତ୍ବରିତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। କ୍ୟାନ୍ସର ପୀଡ଼ିତ ଜଣେ ଛାତ୍ରୀଙ୍କୁ ସମସ୍ତ ସ୍ବାସ୍ଥ୍ୟ ସହାୟତା ଯୋଗାଇ ଦିଆଯିବ। ଏନେଇ ଖବର ପ୍ରସାରଣ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ସ୍ବାସ୍ଥ୍ୟ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ନହଂଗ ଗ୍ରାମର କ୍ୟାନ୍ସର ପୀଡ଼ିତ ଜଣେ ଛାତ୍ରୀ ଚିକିତ୍ସାରେ ଅର୍ଥ ବାଧକ ସଜିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ। କନକ ନିଉଜ୍ରେ ଖବର ପ୍ରସାରଣ ପରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରିବାର ସହିତ କରିଛନ୍ତି ଫୋନ ଯୋଗେ ଆଲୋଚନା କରିଛନ୍ତି। ପୀଡ଼ିତାଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ନହଂଗ ଗ୍ରାମର କ୍ୟାନ୍ସର ପୀଡ଼ିତ ଜଣେ ଛାତ୍ରୀ ଚିକିତ୍ସାରେ ଅର୍ଥ ବାଧକ ସଜିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ। କନକ ନିଉଜ୍ରେ ଖବର ପ୍ରସାରଣ ପରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରିବାର ସହିତ କରିଛନ୍ତି ଫୋନ ଯୋଗେ ଆଲୋଚନା କରିଛନ୍ତି। ପୀଡ଼ିତାଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବ।
Follow Us