ବାଲେଶ୍ୱର ଜିଲ୍ଲାରେ କୌଣସି କର୍ଫ୍ୟୁ ଜାରି ହୋଇନାହିଁ

Advertisment

ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି  ଜାରି ହୋଇଥିବା ଦୋକାନ ବନ୍ଦ ଆଦେଶ ସମ୍ବନ୍ଧରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସମସ୍ତ ଦୋକାନ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ, ଯାହା ୨୦୨୫ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର  ରହିବ।

ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି  ଜାରି ହୋଇଥିବା ଦୋକାନ ବନ୍ଦ ଆଦେଶ ସମ୍ବନ୍ଧରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସମସ୍ତ ଦୋକାନ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ, ଯାହା ୨୦୨୫ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର  ରହିବ।

balasore

ବାଲେଶ୍ୱର: ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି  ଜାରି ହୋଇଥିବା ଦୋକାନ ବନ୍ଦ ଆଦେଶ ସମ୍ବନ୍ଧରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ଏଥିରେ କୁହାଯାଇଛି ଆସନ୍ତା ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ସାଧାରଣ ଶାନ୍ତି-ଶୃଙ୍ଖଳାକୁ ନିଶ୍ଚିତ କରିବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ଆଦେଶ ଜାରି କରାଯାଇଛି। ଏହି ଆଦେଶ ଅନୁଯାୟୀ ସମସ୍ତ ଦୋକାନ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ, ଯାହା ୨୦୨୫ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର  ରହିବ। ଏହି ବ୍ୟବସ୍ଥା ମାତ୍ର ରାତି ସମୟରେ ଅନାବଶ୍ୟକ ଭିଡ଼ ହେବାକୁ ବାରଣ କରିବା ଓ ଶାନ୍ତିପୂର୍ଣ୍ଣ ପରିବେଶ ରଖିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି।

ଆସନ୍ତା ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ସାଧାରଣ ଶାନ୍ତି-ଶୃଙ୍ଖଳାକୁ ନିଶ୍ଚିତ କରିବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ଆଦେଶ ଜାରି କରାଯାଇଛି। ଏହି ଆଦେଶ ଅନୁଯାୟୀ ସମସ୍ତ ଦୋକାନ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ, ଯାହା ୨୦୨୫ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର  ରହିବ। ଏହି ବ୍ୟବସ୍ଥା ମାତ୍ର ରାତି ସମୟରେ ଅନାବଶ୍ୟକ ଭିଡ଼ ହେବାକୁ ବାରଣ କରିବା ଓ ଶାନ୍ତିପୂର୍ଣ୍ଣ ପରିବେଶ ରଖିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି।

ଏହା ଦ୍ୱାରା ସ୍ପଷ୍ଟ କରାଯାଉଛି ଯେ ଜିଲ୍ଲାରେ କୌଣସି କର୍ଫ୍ୟୁ ଜାରି ହୋଇନାହିଁ। ଏ ସମ୍ବନ୍ଧରେ  ଯେକୌଣସି ଅପପ୍ରଚ।ର କିମ୍ବା ଭୁଲ ସୂଚନା ଅସତ୍ୟ ଅଟେ। ସମସ୍ତଙ୍କୁ ଅନୁରୋଧ ଯେ ଏପରି  ଅପପ୍ରଚାର ପ୍ରସାରଣରୁ ଦୂରରେ ରହନ୍ତୁ ଓ ପ୍ରଶାସନଙ୍କ ନିର୍ଦ୍ଦେଶ ଅନୁସରଣ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe