ଶିମିଳିପାଳରେ କାଶ୍ମୀର ଭ୍ରମ, ଉପରବରଖମୁଣ୍ଡାରେ ସର୍ବନିମ୍ନ ତାପମାତ୍ରା ୧ଡିଗ୍ରି,

ମୟୂରଭଞ୍ଜ ଜିଲ୍ଲାର  ଶିମିଳିପାଳରେ କାଶ୍ମୀର ଭ୍ରମ ସୃଷ୍ଟି ହୋଇଛି| ତୁଷାରପାତରେ ଆଛନ୍ନ ହୋଇଛି ସାରା ଅଞ୍ଚଳ | ତାପମାତ୍ରା ବିଯୁକ୍ତ ଆଡ଼କୁ ଗତି କରୁଛି | ଆଜି ସକାଳେ ଉପରବରଖମୁଣ୍ଡାରେ ସର୍ବନିମ୍ନ ତାପମାତ୍ରା ୧ଡିଗ୍ରି ରେକର୍ଡ କରାଯାଇଛି।

ଅଦ୍ୟତନ ହୋଇଛି
ୁରାେ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର  ଶିମିଳିପାଳରେ କାଶ୍ମୀର ଭ୍ରମ ସୃଷ୍ଟି ହୋଇଛି| ତୁଷାରପାତରେ ଆଛନ୍ନ ହୋଇଛି ସାରା ଅଞ୍ଚଳ | ତାପମାତ୍ରା ବିଯୁକ୍ତ ଆଡ଼କୁ ଗତି କରୁଛି | ଆଜି ସକାଳେ ଉପରବରଖମୁଣ୍ଡାରେ ସର୍ବନିମ୍ନ ତାପମାତ୍ରା ୧ଡିଗ୍ରି ରେକର୍ଡ କରାଯାଇଛି। ଏହାଛଡ଼ା ବାର୍‌ହାକାଶିମିଳିପାଳରେ କାଶ୍ମୀର ଭ୍ରମୁଡ଼ାରେ ତାପମାତ୍ରା ୩ ଡିଗ୍ରି ଥିବା ବେଳେ ଚହଲାରେ ୩ ଡିଗ୍ରି, ନବାନାରେ ୪ ଡିଗ୍ରି, ବରେହିପାଣିରେ ୫ ଡିଗ୍ରି, ରାମତୀର୍ଥରେ ୧୦ ଡିଗ୍ରି ଓ ଗୁଡ଼ୁଗୁଡ଼ିଆରେ ୬ ଡିଗ୍ରି ରେକର୍ଡ କରାଯାଇଛି।

ଉପରବରଖମୁଣ୍ଡାରେ ସର୍ବନିମ୍ନ ତାପମାତ୍ରା୧ଡିଗ୍ରି ରେକର୍ଡ କରାଯାଇଛି। ଏହାଛଡ଼ା ବାର୍‌ହାକାଶିମିଳିପାଳରେ କାଶ୍ମୀର ଭ୍ରମୁଡ଼ାରେ ତାପମାତ୍ରା ୩ ଡିଗ୍ରି ଥିବା ବେଳେ ଚହଲାରେ ୩ ଡିଗ୍ରି, ନବାନାରେ ୪ ଡିଗ୍ରି, ବରେହିପାଣିରେ ୫ ଡିଗ୍ରି, ରାମତୀର୍ଥରେ ୧୦ ଡିଗ୍ରି ଓ ଗୁଡ଼ୁଗୁଡ଼ିଆରେ ୬ ଡିଗ୍ରି ରେକର୍ଡ କରାଯାଇଛି।

 ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ବାରହାକାମୁଡ଼ାର ୨ଟି ସ୍ଥାନରେ  ଚଳିତବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। ସକାଳେ ଗଛଲତା, ଘାସ ଓ ଅନ୍ୟ ଜିନିଷ ଉପରେ ବରଫର ପତଳା ଆସ୍ତରଣ ପଡ଼ିଥିବା ନଜରକୁ ଆସିଛି। ତେବେ ହଠାତ୍‌ ଶୀତର ପ୍ରକୋପ ବଢ଼ି ଯାଇଥିବାରୁ ଶିମିଳିପାଳରେ ରହୁଥିବା ବନବାସୀ ଦହଗଞ୍ଜ ହେଉଛନ୍ତି। ବୟସ୍କ, ଛୋଟ ପିଲା, ନିରାଶ୍ରୟ, ଦିନମଜୁରିଆ ଲୋକେ କଷ୍ଟ ସହୁଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଯାହା ଜଣାପଡ଼ିଛି; ଆସନ୍ତା ୪ ଦିନ ଯାଏ ଜାଡ଼ରୁ ନିସ୍ତାର ମିଳିବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe