ବିନିକା ଥାନା ପରିସରରେ କନେଷ୍ଟବଳଙ୍କ ମୃତ୍ୟୁ

ବିନିକା ଥାନା ପରିସରରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦିଲୀପ ମିଶ୍ର। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଏଣେ ଖବର ପାଇ କନେଷ୍ଟବଳ ଦିଲୀପ ମିଶ୍ରଙ୍କ ସ୍ତ୍ରୀ କୁସୁମ ମିଶ୍ର ଓ ଦୁଇ ପୁଅଝିଅ ବିନିକା ଥାନାରେ ପହଞ୍ଚିଛନ୍ତି।

ଅଦ୍ୟତନ ହୋଇଛି
Chilika boat

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପରିସରରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସେଠାରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦିଲୀପ ମିଶ୍ର।
 

କନେଷ୍ଟବଳ ଦିଲୀପ ମିଶ୍ର ବିନିକାରେ ଅନୁଷ୍ଠିତ ପାପକ୍ଷୟ ମହୋତ୍ସବରେ ଡ୍ୟୁଟି କରିବାକୁ ସୋନପୁରରୁ ଆସିଥିଲେ। ଗତକାଲି ବି ସେ ଡ୍ୟୁଟିକୁ ଯାଇଥିଲେ। ରାତିରେ ସେ ଥାନା ପରିସରରେ ଥିବା ବ୍ୟାରେକରେ ଶୋଇଥିଲେ। ଆଜି ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଏଣେ ଖବର ପାଇ କନେଷ୍ଟବଳ ଦିଲୀପ ମିଶ୍ରଙ୍କ ସ୍ତ୍ରୀ କୁସୁମ ମିଶ୍ର ଓ ଦୁଇ ପୁଅଝିଅ ବିନିକା ଥାନାରେ ପହଞ୍ଚିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ କନେଷ୍ଟବଳ ଦିଲୀପ ମିଶ୍ର ବିନିକାରେ ଅନୁଷ୍ଠିତ ପାପକ୍ଷୟ ମହୋତ୍ସବରେ ଡ୍ୟୁଟି କରିବାକୁ ସୋନପୁରରୁ ଆସିଥିଲେ। ଗତକାଲି ବି ସେ ଡ୍ୟୁଟିକୁ ଯାଇଥିଲେ। ରାତିରେ ସେ ଥାନା ପରିସରରେ ଥିବା ବ୍ୟାରେକରେ ଶୋଇଥିଲେ। ଆଜି ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଏଣେ ଖବର ପାଇ କନେଷ୍ଟବଳ ଦିଲୀପ ମିଶ୍ରଙ୍କ ସ୍ତ୍ରୀ କୁସୁମ ମିଶ୍ର ଓ ଦୁଇ ପୁଅଝିଅ ବିନିକା ଥାନାରେ ପହଞ୍ଚିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe