ବନ୍ତ ଛକରୁ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ: ୮ ଗୋରୁ ଉଦ୍ଧାର, ଗାଡ଼ି ଚାଳକ ଫେରାର

Advertisment

ଭଦ୍ରକରେ ଥମୁନି ଗୋଚାଲାଣ। ଆଜି ପୁଣି ବନ୍ତ ଛକରୁ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଥିବାର ଖବର ମିଳିଛି ।  ଗାଡ଼ିରେ ଥିବା ୮ ଗୋରୁ ଉଦ୍ଧାର କରିଛି ଭଦ୍ରକ ଟାଉନ ଥାନା ପୁଲିସ।

ଭଦ୍ରକରେ ଥମୁନି ଗୋଚାଲାଣ। ଆଜି ପୁଣି ବନ୍ତ ଛକରୁ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଥିବାର ଖବର ମିଳିଛି ।  ଗାଡ଼ିରେ ଥିବା ୮ ଗୋରୁ ଉଦ୍ଧାର କରିଛି ଭଦ୍ରକ ଟାଉନ ଥାନା ପୁଲିସ।

cow smuggling

ଭଦ୍ରକ:  ଭଦ୍ରକରେ ଥମୁନି ଗୋଚାଲାଣ। ଆଜି ପୁଣି ବନ୍ତ ଛକରୁ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଥିବାର ଖବର ମିଳିଛି ।  ଗାଡ଼ିରେ ଥିବା ୮ ଗୋରୁ ଉଦ୍ଧାର କରିଛି ଭଦ୍ରକ ଟାଉନ ଥାନା ପୁଲିସ।

ବନ୍ତ ଛକରୁ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଥିବାର ଖବର ମିଳିଛି ।  ଗାଡ଼ିରେ ଥିବା ୮ ଗୋରୁ ଉଦ୍ଧାର କରିଛି ଭଦ୍ରକ ଟାଉନ ଥାନା ପୁଲିସ।ସୂଚନା ଅନୁଯାୟୀ, ବୋଝେଇ ପିକଅପ୍ ଭ୍ୟାନ୍ ଭଦ୍ରକରୁ କଲିକତା ଯାଉଥିବା ବେଳେ ଟାଉନ ପୁଲିସର ପେଟ୍ରୋଲିଙ୍ଗ  ବେଳେ ଧରାପଡ଼ିଛି। ତେବେ କୌଶଳକ୍ରମେ ଡ୍ରାଇଭର ଫେରାର ହୋଇଥିବା ବେଳେ ଉଦ୍ଧାର ଗୋରୁଙ୍କୁ ଗୋଶାଳାରେ ରଖାଯାଇଛି। ଏନେଇ ପୁଲିସ ଅଧିକ ତଦନ୍ତ କରୁଛି। ପ୍ରତିଦିନ ଭଦ୍ରକରୁ ବହୁ ଗୋରୁଗାଡ଼ି ପଶ୍ଚିମବଙ୍ଗ ଯାଉଥିବାରୁ ପୁଲିସ ଏଥିପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ବୋଝେଇ ପିକଅପ୍ ଭ୍ୟାନ୍ ଭଦ୍ରକରୁ କଲିକତା ଯାଉଥିବା ବେଳେ ଟାଉନ ପୁଲିସର ପେଟ୍ରୋଲିଙ୍ଗ  ବେଳେ ଧରାପଡ଼ିଛି। ତେବେ କୌଶଳକ୍ରମେ ଡ୍ରାଇଭର ଫେରାର ହୋଇଥିବା ବେଳେ ଉଦ୍ଧାର ଗୋରୁଙ୍କୁ ଗୋଶାଳାରେ ରଖାଯାଇଛି। ଏନେଇ ପୁଲିସ ଅଧିକ ତଦନ୍ତ କରୁଛି। ପ୍ରତିଦିନ ଭଦ୍ରକରୁ ବହୁ ଗୋରୁଗାଡ଼ି ପଶ୍ଚିମବଙ୍ଗ ଯାଉଥିବାରୁ ପୁଲିସ ଏଥିପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe