ପଶ୍ଚିମବଙ୍ଗକୁ ଯାଉଥିବା ଗୋରୁ ବୋଝେଇ ଗାଡ଼ିରୁ ୩୪ ଗାଈ ଉଦ୍ଧାର

Advertisment

ଭଦ୍ରକର ଆର୍ ଏମ ସି ମାର୍କେଟ ନିକଟରୁ ଗୋରୁ ବୋଝେଇ ଗାଡ଼ିରୁ ୩୪ ଗୋରୁ ଉଦ୍ଧାର ହୋଇଛନ୍ତି।  ପୁରୁଣା ବଜାର ପୁଲିସର ଚଢାଉ ବେଳେ ଗୋରୁ ବୋଝେଇ ଗାଡ଼ି ଜବତ କରାଯାଇଛି। ତେଣେ ଟାଉନ ପୁଲିସର ଚଢ଼ାଉ ବେଳେ ୧୦ ଗୋରୁ ଉଦ୍ଧାର ହୋଇଛନ୍ତି।  

ଭଦ୍ରକର ଆର୍ ଏମ ସି ମାର୍କେଟ ନିକଟରୁ ଗୋରୁ ବୋଝେଇ ଗାଡ଼ିରୁ ୩୪ ଗୋରୁ ଉଦ୍ଧାର ହୋଇଛନ୍ତି।  ପୁରୁଣା ବଜାର ପୁଲିସର ଚଢାଉ ବେଳେ ଗୋରୁ ବୋଝେଇ ଗାଡ଼ି ଜବତ କରାଯାଇଛି। ତେଣେ ଟାଉନ ପୁଲିସର ଚଢ଼ାଉ ବେଳେ ୧୦ ଗୋରୁ ଉଦ୍ଧାର ହୋଇଛନ୍ତି।  

୨୫ ଗୋରୁ ଚାଲାଣକାରୀଙ୍କୁ ଦଉଡ଼ିରେ ବାନ୍ଧି ୨ କି. ମି. ଦୂର ଥାନାକୁ ଚଲାଇ ଚଲାଇ ନେଲେ ଗ୍ରାମବାସୀ

ଭଦ୍ରକ: ଭଦ୍ରକର ଆର୍ ଏମ ସି ମାର୍କେଟ ନିକଟରୁ ଗୋରୁ ବୋଝେଇ ଗାଡ଼ିରୁ ୩୪ ଗୋରୁ ଉଦ୍ଧାର ହୋଇଛନ୍ତି।  ପୁରୁଣା ବଜାର ପୁଲିସର ଚଢାଉ ବେଳେ ଗୋରୁ ବୋଝେଇ ଗାଡ଼ି ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ପଚରାଉଚରା ଜାରି ରଖିଥିବା ବେଳେ ଭଦ୍ରକରୁ ଗୋରୁ ବୋଝେଇ ଗାଡ଼ିଟି ପଶ୍ଚିମବଙ୍ଗ ଯିବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

ଭଦ୍ରକର ଆର୍ ଏମ ସି ମାର୍କେଟ ନିକଟରୁ ଗୋରୁ ବୋଝେଇ ଗାଡ଼ିରୁ ୩୪ ଗୋରୁ ଉଦ୍ଧାର ହୋଇଛନ୍ତି।  ପୁରୁଣା ବଜାର ପୁଲିସର ଚଢାଉ ବେଳେ ଗୋରୁ ବୋଝେଇ ଗାଡ଼ି ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ପଚରାଉଚରା ଜାରି ରଖିଥିବା ବେଳେ ଭଦ୍ରକରୁ ଗୋରୁ ବୋଝେଇ ଗାଡ଼ିଟି ପଶ୍ଚିମବଙ୍ଗ ଯିବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

ତେଣେ ଟାଉନ ପୁଲିସର ଚଢ଼ାଉ ବେଳେ ୧୦ ଗୋରୁ ଉଦ୍ଧାର ହୋଇଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe