ନବ ଦାସ ହତ୍ୟା ମାମଲା: ପୂର୍ବତନ ସିଡିଏମଓଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ୍

କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପୂର୍ବତନ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡ଼ାକ୍ତର ଡୋଳାମଣି ପଟେଲଙ୍କ ବୟାନ ରେକର୍ଡ କରିଛନ୍ତି। ପୂର୍ବ ତଦନ୍ତରେ ଡା. ପଟେଲଙ୍କ ୧୬୧ ବୟାନ ରେକର୍ଡ ହୋଇ ନଥିବା ବେଳେ କ୍ରାଇମବ୍ରାଞ୍ଚ ଏଦିଗରେ ଏବେ ଛାନଭିନ କରୁଥିବା ଜଣାପଡ଼ିଛି।

nj

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ସାନି ତଦନ୍ତ ତୃତୀୟ ଦିନରେ ପହଞ୍ଚିଛି। ଆଜି ସକାଳୁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ଵରେ ୨ ଜଣିଆ ଟିମ୍ ବ୍ରଜରାଜନଗର ଗାନ୍ଧୀ ଛକସ୍ଥିତ କ୍ରାଇମ୍ ସ୍ପଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପୂର୍ବତନ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡ଼ାକ୍ତର ଡୋଳାମଣି ପଟେଲଙ୍କ ବୟାନ ରେକର୍ଡ କରିଛନ୍ତି। ପୂର୍ବ ତଦନ୍ତରେ ଡା. ପଟେଲଙ୍କ ୧୬୧ ବୟାନ ରେକର୍ଡ ହୋଇ ନଥିବା ବେଳେ କ୍ରାଇମବ୍ରାଞ୍ଚ ଏଦିଗରେ ଏବେ ଛାନଭିନ କରୁଥିବା ଜଣାପଡ଼ିଛି। ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ପୁଣି ଝାରସୁଗୁଡ଼ା ବିମାନ ବନ୍ଦର ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପୂର୍ବତନ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡ଼ାକ୍ତର ଡୋଳାମଣି ପଟେଲଙ୍କ ବୟାନ ରେକର୍ଡ କରିଛନ୍ତି। ପୂର୍ବ ତଦନ୍ତରେ ଡା. ପଟେଲଙ୍କ ୧୬୧ ବୟାନ ରେକର୍ଡ ହୋଇ ନଥିବା ବେଳେ କ୍ରାଇମବ୍ରାଞ୍ଚ ଏଦିଗରେ ଏବେ ଛାନଭିନ କରୁଥିବା ଜଣାପଡ଼ିଛି। ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ପୁଣି ଝାରସୁଗୁଡ଼ା ବିମାନ ବନ୍ଦର ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe