ପିକଅପ୍ ଧକ୍କାରେ ସାଇକେଲ ଆରୋହୀ ମୃତ, ଚାଳକ ଗୁରୁତର

Advertisment

ପିକଅପ୍ ଧକ୍କାରେ ସାଇକେଲ ଆରୋହୀ ମୃତ। ଆଜି ସକାଳୁ ସକାଳୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ବୃନ୍ଦାମାଲ ରେଳଷ୍ଟେସନ ଛକରେ। ମୃତକ ହେଲେ ହିର୍ମା ଗାଁର ସୁରେନ୍ଦ୍ର ଭୋଇ।

ପିକଅପ୍ ଧକ୍କାରେ ସାଇକେଲ ଆରୋହୀ ମୃତ। ଆଜି ସକାଳୁ ସକାଳୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ବୃନ୍ଦାମାଲ ରେଳଷ୍ଟେସନ ଛକରେ। ମୃତକ ହେଲେ ହିର୍ମା ଗାଁର ସୁରେନ୍ଦ୍ର ଭୋଇ।

yg

ଝାରସୁଗୁଡ଼ା: ପିକଅପ୍ ଧକ୍କାରେ ସାଇକେଲ ଆରୋହୀ ମୃତ। ଆଜି ସକାଳୁ ସକାଳୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ବୃନ୍ଦାମାଲ ରେଳଷ୍ଟେସନ ଛକରେ। ମୃତକ ହେଲେ ହିର୍ମା ଗାଁର ସୁରେନ୍ଦ୍ର ଭୋଇ।

ସୁରେନ୍ଦ୍ର ଭୋଇ ନିଜ ଗାଁରୁ ଝାରସୁଗୁଡ଼ାକୁ ଆସୁଥିଲେ। ସେହି ସମୟରେ ସମ୍ବଲପୁରରୁ ଝାରସୁଗୁଡ଼ା ଅଭିମୁଖେ ଆସୁଥିବା ଏକ କୁକୁଡ଼ା ବୋଝେଇ ପିକଅପ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହାଫଳରେ ସୁରେନ୍ଦ୍ର ଭୋଇଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତେଣେ ଭାରସାମ୍ୟ ହରାଇ କୁକୁଡ଼ା ବୋଝେଇ ପିକଅପ୍ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ହାଇଓ୍ବାକୁ ଧକ୍କା ଦେଇଥିଲା। ଫଳରେ ପିକଅପ୍ ଚାଳକ ଗୁରୁତର ହୋଇଥିଲେ। ବଡ଼ମାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ପିକଅପ୍ ଚାଳକକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ସୂଚନା ଅନୁଯାୟୀ, ସୁରେନ୍ଦ୍ର ଭୋଇ ନିଜ ଗାଁରୁ ଝାରସୁଗୁଡ଼ାକୁ ଆସୁଥିଲେ। ସେହି ସମୟରେ ସମ୍ବଲପୁରରୁ ଝାରସୁଗୁଡ଼ା ଅଭିମୁଖେ ଆସୁଥିବା ଏକ କୁକୁଡ଼ା ବୋଝେଇ ପିକଅପ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହାଫଳରେ ସୁରେନ୍ଦ୍ର ଭୋଇଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତେଣେ ଭାରସାମ୍ୟ ହରାଇ କୁକୁଡ଼ା ବୋଝେଇ ପିକଅପ୍ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ହାଇଓ୍ବାକୁ ଧକ୍କା ଦେଇଥିଲା। ଫଳରେ ପିକଅପ୍ ଚାଳକ ଗୁରୁତର ହୋଇଥିଲେ। ବଡ଼ମାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ପିକଅପ୍ ଚାଳକକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe