୧୦୮ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ: ମହିଳା ଗୁରୁତର

Advertisment

ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଆସୁଥିବା ବେଳେ ହସ୍ପିଟାଲ ସମ୍ମୁଖରେ ସରକାରୀ ୧୦୮ ଆମ୍ବୁଲାନ୍ସର ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଏହାଫଳରେ ପ୍ରସୂତିଙ୍କ ଜଣେ ସମ୍ପର୍କୀୟ ମହିଳା ଅତି ଗୁରୁତର ସହ ଅନ୍ୟମାନେ ଆହତ ହୋଇଥିବା ଜଣାଯାଇଛି।

ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଆସୁଥିବା ବେଳେ ହସ୍ପିଟାଲ ସମ୍ମୁଖରେ ସରକାରୀ ୧୦୮ ଆମ୍ବୁଲାନ୍ସର ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଏହାଫଳରେ ପ୍ରସୂତିଙ୍କ ଜଣେ ସମ୍ପର୍କୀୟ ମହିଳା ଅତି ଗୁରୁତର ସହ ଅନ୍ୟମାନେ ଆହତ ହୋଇଥିବା ଜଣାଯାଇଛି।

bh

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଚିକିନିବାହାଲି ଗ୍ରାମର ଜଣେ ଗର୍ଭବତୀ ମହିଳା ଆଜି ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମ ହେବା ପରେ ଅସୁସ୍ଥ ହୋଇପଡ଼ିଥିଲେ ମହିଳା। ପରେ ତାଙ୍କୁ ଟିଟିଲାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ମାଆଙ୍କ ସହ ଉଭୟ ଶିଶୁଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲେ। 

ମୁରିବାହାଲ ବ୍ଲକ ଚିକିନିବାହାଲି ଗ୍ରାମର ଜଣେ ଗର୍ଭବତୀ ମହିଳା ଆଜି ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମ ହେବା ପରେ ଅସୁସ୍ଥ ହୋଇପଡ଼ିଥିଲେ ମହିଳା। ପରେ ତାଙ୍କୁ ଟିଟିଲାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ମାଆଙ୍କ ସହ ଉଭୟ ଶିଶୁଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲେ। ସମସ୍ତଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ହସ୍ପିଟାଲ ସମ୍ମୁଖରେ ସରକାରୀ ୧୦୮ ଆମ୍ବୁଲାନ୍ସର ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା।

ସମସ୍ତଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ହସ୍ପିଟାଲ ସମ୍ମୁଖରେ ସରକାରୀ ୧୦୮ ଆମ୍ବୁଲାନ୍ସର ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଏହାଫଳରେ ପ୍ରସୂତିଙ୍କ ଜଣେ ସମ୍ପର୍କୀୟ ମହିଳା ଅତି ଗୁରୁତର ସହ ଅନ୍ୟମାନେ ଆହତ ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe