୩୦ ଘଣ୍ଟା ପରେ ମିଳିଲା ଟ୍ରେଲର ଚାଳକଙ୍କ ମୃତଦେହ

Advertisment

ବଡ଼ଗାଁ ଝାଂଟେଲବୁଡ଼ ସଫେଇ ନଦୀରେ ଟ୍ରେଲର ଭାସିଯିବା ଘଟଣା। ଦୀର୍ଘ ୩୦ ଘଣ୍ଟା ପରେ ମିଳିଲା ଟ୍ରେଲର ଚାଳକ ସୁଜିତ ଆଇନ୍ଦଙ୍କ ମୃତଦେହ। କୌଣସି ମତେ ହେଲପର ଅବିନାଶ ବାର୍ଲାଙ୍କୁ ଉଦ୍ଧାର କରାଯାଇଥିଲା।

ବଡ଼ଗାଁ ଝାଂଟେଲବୁଡ଼ ସଫେଇ ନଦୀରେ ଟ୍ରେଲର ଭାସିଯିବା ଘଟଣା। ଦୀର୍ଘ ୩୦ ଘଣ୍ଟା ପରେ ମିଳିଲା ଟ୍ରେଲର ଚାଳକ ସୁଜିତ ଆଇନ୍ଦଙ୍କ ମୃତଦେହ। କୌଣସି ମତେ ହେଲପର ଅବିନାଶ ବାର୍ଲାଙ୍କୁ ଉଦ୍ଧାର କରାଯାଇଥିଲା।

Dead

ସୁନ୍ଦରଗଡ଼: ବଡ଼ଗାଁ ଝାଂଟେଲବୁଡ଼ ସଫେଇ ନଦୀରେ ଟ୍ରେଲର ଭାସିଯିବା ଘଟଣା। ଦୀର୍ଘ ୩୦ ଘଣ୍ଟା ପରେ ମିଳିଲା ଟ୍ରେଲର ଚାଳକ ସୁଜିତ ଆଇନ୍ଦଙ୍କ ମୃତଦେହ। ଘଟଣା ସ୍ଥଳରୁ ଅଧକିଲୋମିଟର ଦୂରରୁ ଉଦ୍ଧାର ହେଲା ମୃତଦେହ।

ପୋଲ ପାର ହେଉଥିବା ବେଳେ ବଢ଼ି ପାଣିରେ ଭାସିଯାଇଥିଲା ଟ୍ରେଲର। ହେଲପରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଚାଳକ ନିଖୋଜ ରହିଥିଲେ। ବଡ଼ଗାଁ ଥାନା ଝଣ୍ଟେଲବୁଡ଼ ନିକଟ ସଫେଇ ନଦୀ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ସେଥିରେ ଏକ ଟ୍ରେଲର ପାର ହେବାକୁ ପ୍ରୟାସ କରୁଥିବା ବେଳେ ଭାସି ଯାଇଥିଲା। କୌଣସି ମତେ ହେଲପର ଅବିନାଶ ବାର୍ଲାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡ଼୍ରାଇଭର ସୁଜିତ ଆଇନ୍ଦ ନିଖୋଜ ଥିଲେ। ଏନେଇ ସ୍ଥାନୀୟ ଲୋକେ ପୁଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ପୋଲ ପାର ହେଉଥିବା ବେଳେ ବଢ଼ି ପାଣିରେ ଭାସିଯାଇଥିଲା ଟ୍ରେଲର। ହେଲପରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଚାଳକ ନିଖୋଜ ରହିଥିଲେ। ବଡ଼ଗାଁ ଥାନା ଝଣ୍ଟେଲବୁଡ଼ ନିକଟ ସଫେଇ ନଦୀ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ସେଥିରେ ଏକ ଟ୍ରେଲର ପାର ହେବାକୁ ପ୍ରୟାସ କରୁଥିବା ବେଳେ ଭାସି ଯାଇଥିଲା। କୌଣସି ମତେ ହେଲପର ଅବିନାଶ ବାର୍ଲାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡ଼୍ରାଇଭର ସୁଜିତ ଆଇନ୍ଦ ନିଖୋଜ ଥିଲେ। ଏନେଇ ସ୍ଥାନୀୟ ଲୋକେ ପୁଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe