ଚାଷ ଜମିରୁ ବଡ଼ ଭାଇର କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଭଉଣୀ

Advertisment

ଚାଷ ଜମିରେ ବଡ଼ ଭାଇର କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିବା ପରେ ଭଉଣୀ ଭାଇଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଭିତ୍ତି କରି ସାଇଣ୍ଟିଫିକ ଟିମ୍ ଏବଂ ବୈପାରିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Nwrt(14)

ବୈପାରିଗୁଡ଼ା: ଚାଷ ଜମିରେ ବଡ଼ ଭାଇର କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିବା ପରେ ଭଉଣୀ ଭାଇଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି। ସୂଚନା ମୁତାବକ ଅଣ୍ଡରାଯୋଡ଼ି ଗ୍ରାମର ଧନ ଭୁମିଆ ଦଣ୍ଡାବାଡି ଗ୍ରାମରେ ରହୁଥିବା ନିଜ ଭଉଣୀ ଫୁଲମତୀ ହଲଓ୍ବାଙ୍କ ଘରକୁ ଗତକାଲି ଆସି ଦଣ୍ଡାବାଡି ସାପ୍ତାହିକ ହାଟକୁ ବୁଲିବା ପାଇଁ ବାହାରିଥିଲେ। ସାପ୍ତାହିକ ହାଟରୁ ମାଠପାଡିଆଗୁଡା ଗ୍ରାମର ଜଣେ ମହିଳାଙ୍କ ସହ ଫେରିଥିଲେ ଧନ ଭୁମିଆ। ଭଉଣୀ ଫୁଲମତୀ ଘରକୁ ଯାଇ ରାତି ୭ଟା ବେଳେ ମାଠପାଡିଆଗୁଡାର ମହିଳାଙ୍କ ସହ ଚାଷ ଜମି ଦେଇ ଯାଇଥିବା ଭଉଣୀ ଫୁଲମତୀ କରିଥିଲେ। 

ଆଜି ସକାଳୁ କିଛି ଚାଷୀ ସେହି ଜମି ଦେଇ ଯାଉଥିବା ବେଳେ ବିଲରେ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ। ମୃତକଙ୍କୁ ଚିହ୍ନଟ କରିବା ପରେ ଧନ ଭୁମିଆଙ୍କ ଭଉଣୀଙ୍କୁ ଖବର ଦେଇଥିଲେ। ଭଉଣୀ କ୍ଷତାକ୍ତ ମୃତଦେହ ଦେଖିବା ପରେ ସାଥୀରେ ଯାଇଥିବା ମହିଳା ହିଁ ହତ୍ୟା କରିଥିବ ନଚେତ କିଛି ଲୋକ ଲଗାଇ ହତ୍ୟା କରିଥାଇ ପରେ ବୋଲି ପୁଲିସ ପାଖରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ସାଇଣ୍ଟିଫିକ ଟିମ୍ ଏବଂ ବୈପାରିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe