କାମାକ୍ଷାନଗରରେ ହାତୀର ମୃତଦେହ ଠାବ

Advertisment

କାମାକ୍ଷାନଗର ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଜାମୁଝରା ଗାଁ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି l ଅନ୍ୟ ଏକ ଦନ୍ତା ସହ ସଂଘର୍ଷ ଯୋଗୁ ହାତୀର ମୃତ୍ୟୁ ହୋଇଥିବା ସୂଚନା ରହିଛିl

କାମାକ୍ଷାନଗର ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଜାମୁଝରା ଗାଁ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି l ଅନ୍ୟ ଏକ ଦନ୍ତା ସହ ସଂଘର୍ଷ ଯୋଗୁ ହାତୀର ମୃତ୍ୟୁ ହୋଇଥିବା ସୂଚନା ରହିଛିl

Elephant

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଜାମୁଝରା ଗାଁ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି l ଅନ୍ୟ ଏକ ଦନ୍ତା ସହ ସଂଘର୍ଷ ଯୋଗୁ ହାତୀର ମୃତ୍ୟୁ ହୋଇଥିବା ସୂଚନା ରହିଛି l ଗତକାଲି ସନ୍ଧ୍ୟା ସମୟରୁ ଦୁଇ ହାତୀଙ୍କ ଭିତରେ ଲଢେଇ ଚାଲିଥିଲା। ମୃତ  ହାତୀର ବୟସ ୨୫ ରୁ ୩୦ ବର୍ଷ ହେବା ନେଇ ବନବିଭାଗ ଅନୁମାନ କରିଛି l

କାମାକ୍ଷାନଗର ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଜାମୁଝରା ଗାଁ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି l ଅନ୍ୟ ଏକ ଦନ୍ତା ସହ ସଂଘର୍ଷ ଯୋଗୁ ହାତୀର ମୃତ୍ୟୁ ହୋଇଥିବା ସୂଚନା ରହିଛି l ଗତକାଲି ସନ୍ଧ୍ୟା ସମୟରୁ ଦୁଇ ହାତୀଙ୍କ ଭିତରେ ଲଢେଇ ଚାଲିଥିଲା। ମୃତ  ହାତୀର ବୟସ ୨୫ ରୁ ୩୦ ବର୍ଷ ହେବା ନେଇ ବନବିଭାଗ ଅନୁମାନ କରିଛି l

 ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe