ପୋଲ ତଳୁ ମୃତଦେହ ଉଦ୍ଧାର, ତଳକୁ ଖସିପଡ଼ି ମୃତ୍ୟୁ ସନ୍ଦେହ

Advertisment

ପୋଲତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ବାରିପଦା ଟାଉନ ଥାନ ଅନ୍ତର୍ଗତ ଡାକ୍ତରଖାନାରୁ ଶୁନଗଡିଆ ଯାଇଥିବା ରାସ୍ତାର ସରାଳୀ ନାଳ ପୋଲ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ମୃତକ ହେଲେ ଓ୍ବାର୍ଡ ନମ୍ବର ୫ର ଶରତ ଚନ୍ଦ୍ର ବେହେରା (୫୪)।

xcv

ବାରିପଦା: ପୋଲ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ବାରିପଦା ଟାଉନ ଥାନ ଅନ୍ତର୍ଗତ ଡାକ୍ତରଖାନାରୁ ଶୁନଗଡିଆ ଯାଇଥିବା ରାସ୍ତାର ସରାଳୀ ନାଳ ପୋଲ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।

ବାରିପଦା ଟାଉନ ଥାନ ଅନ୍ତର୍ଗତ ଡାକ୍ତରଖାନାରୁ ଶୁନଗଡିଆ ଯାଇଥିବା ରାସ୍ତାର ସରାଳୀ ନାଳ ପୋଲ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିବା ପରେ ମୃତକଙ୍କ ପରିଚୟ ମିଳିଥିଲା । ମୃତକ ଜଣକ ହେଲେ ଓ୍ବାର୍ଡ ନମ୍ବର ୫ ର ଶରତ ଚନ୍ଦ୍ର ବେହେରା (୫୪) । ଗତକାଲି ରାତିରୁ ସେ ନିଖୋଜ ଥିଲେ। ରାସ୍ତାରେ ଯାଉଥିବା ବେଳେ ପୋଲରୁ ତଳକୁ ଖସି ପଡ଼ି ମୃତ୍ୟୁବରଣ କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିବା ପରେ ମୃତକଙ୍କ ପରିଚୟ ମିଳିଥିଲା । ମୃତକ ଜଣକ ହେଲେ ଓ୍ବାର୍ଡ ନମ୍ବର ୫ ର ଶରତ ଚନ୍ଦ୍ର ବେହେରା (୫୪) । ଗତକାଲି ରାତିରୁ ସେ ନିଖୋଜ ଥିଲେ। ରାସ୍ତାରେ ଯାଉଥିବା ବେଳେ ପୋଲରୁ ତଳକୁ ଖସି ପଡ଼ି ମୃତ୍ୟୁବରଣ କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe