ନିଖୋଜ ଜେଲ ଫେରନ୍ତାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର

Advertisment

ଜେଲରୁ ଜାମିନରେ ଆସି ମାସେ ହେଲା ନିଖୋଜ ଥିବା ଦଲକି ଗ୍ରାମର ମିରଦାସ ହୋଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଛି। ଗତ ନଭେମ୍ବର ମାସରେ ହଦଗଡ଼ ହସ୍ତୀ ଅଭୟାରଣ୍ୟ ମଧ୍ୟରୁ ବନ୍ୟପ୍ରାଣୀ ଶିକାର ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ ମିରଦାସ।

bhi

ହାଟଡିହି: ଜେଲରୁ ଜାମିନରେ ଆସି ମାସେ ହେଲା ନିଖୋଜ ଥିବା ଦଲକି ଗ୍ରାମର ମିରଦାସ ହୋଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଛି। ଗତ ନଭେମ୍ବର ମାସରେ ହଦଗଡ଼ ହସ୍ତୀ ଅଭୟାରଣ୍ୟ ମଧ୍ୟରୁ ବନ୍ୟପ୍ରାଣୀ ଶିକାର ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ ମିରଦାସ। ସେ ଓ ତାଙ୍କ ସହଯୋଗୀଙ୍କଠାରୁ ବିଭିନ୍ନ ମାରଣାସ୍ତ୍ର ମଧ୍ଯ ଉଦ୍ଧାର କରିଥିଲା ବନ ବିଭାଗ।

bh

 ଗତ ମାସ ଜାମିନରେ ଆସିବା ପରେ ମିରଦାସ ହଠାତ୍ ଘରୁ କେଉଁଆଡେ ପଳାଇ ଯାଇ ନିଖୋଜ ହୋଇଯାଇଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନ ପାଇବାରୁ ପରିବାର ଲୋକେ ସୋସୋ ଥାନାରେ ଏନେଇ ଅଭିଯୋଗ କରିଥିଲେ। କିନ୍ତୁ ଆଜି ସକାଳୁ କିଛି ଲୋକ ଜଙ୍ଗଲ ଭିତରେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ମୃତ୍ୟୁର କାରଣ ଜଣା ପଡି ନଥିବା ବେଳେ ସୂଚନା ପାଇ ସୋସୋ ପୁଲିସ ଘଟଣାସ୍ଥଳକୁ ଯାଉଥିବା ଆଇ ଆଇ ସି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe