ଓଭର ବ୍ରିଜ୍ ତଳୁ ମିଳିଲା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ, ହତ୍ୟା ସନ୍ଦେହ

ବରଗଡ଼ ଟାଉନ ଥାନା ଅଞ୍ଚଳର ଜମୁର୍ଡା ଓଭର ବ୍ରିଜ୍ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ସନ୍ଦେହ କରାଯାଉଛି। ବ୍ୟକ୍ତି ଜଣକ ହେଉଛନ୍ତି ଜମୁର୍ଡା ଗାଁ ଟାଙ୍ଗରପଡ଼ାର ଭୀମ ବିଶାଲ ବୋଲି ଜଣା ପଡ଼ିଛି ।

Untitled

ବରଗଡ଼: ବରଗଡ଼ ଟାଉନ ଥାନା ଅଞ୍ଚଳର ଜମୁର୍ଡା ଓଭର ବ୍ରିଜ୍ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ସନ୍ଦେହ କରାଯାଉଛି। ବ୍ୟକ୍ତି ଜଣକ ହେଉଛନ୍ତି ଜମୁର୍ଡା ଗାଁ ଟାଙ୍ଗରପଡ଼ାର ଭୀମ ବିଶାଲ ବୋଲି ଜଣା ପଡ଼ିଛି ।

ବରଗଡ଼ ଟାଉନ ଥାନା ଅଞ୍ଚଳର ଜମୁର୍ଡା ଓଭର ବ୍ରିଜ୍ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ସନ୍ଦେହ କରାଯାଉଛି। ବ୍ୟକ୍ତି ଜଣକ ହେଉଛନ୍ତି ଜମୁର୍ଡା ଗାଁ ଟାଙ୍ଗରପଡ଼ାର ଭୀମ ବିଶାଲ ବୋଲି ଜଣା ପଡ଼ିଛି । ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହି ରକ୍ତସ୍ରାବ ହେଉଥିବାରୁ କେହି ଦୁର୍ବୃତ୍ତ ତାଙ୍କୁ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରିଛନ୍ତି ସ୍ଥାନୀୟ ଲୋକେ l

ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହି ରକ୍ତସ୍ରାବ ହେଉଥିବାରୁ କେହି ଦୁର୍ବୃତ୍ତ ତାଙ୍କୁ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରିଛନ୍ତି ସ୍ଥାନୀୟ ଲୋକେ l ତେବେ ଘଟଣାସ୍ଥଳକୁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe